ଯେଉଁ ବ୍ୟକ୍ତିକୁ ଆପଣ ଚାହାନ୍ତି,ପ୍ରେମ କରନ୍ତି ଓ ସେହି ମଣିଷ ଠାରୁ ଫୂଳ, ଚକଲେଟ୍, ପ୍ରେମ ପତ୍ର, ପ୍ରେମ ପ୍ରସ୍ତାବ ମିଳିବାର ଏକ ଅଲଗା ଖୁସି ଅଛି। ଏହି ସବୁ ଜିନିଷକୁ ନେଇଭାଲେଣ୍ଟାଇନ୍ସ ଡେ ସ୍ପେଶାଲ ହୋଇଥାଏ ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ। ଆମେ ଜାଣୁ ଯେ ପ୍ରତି ବର୍ଷ ଭାଲେଣ୍ଟାଇନ୍ସ ଡେ 14 ଫେବ୍ରୁୟାରୀ ରେ ପାଳନ କରାଯାଏ ଓ ଏହା ଏପରି ଏକ ଦିନ ଯାହା ପ୍ରେମ କରୁଥିବା ଲୋକଙ୍କ ଚେହେରାରେ ଖୁସି ଆଣିଥାଏ। ଆମେ ଏହି ଲେଖାରେ ଭାଲେଣ୍ଟାଇନ୍ସ ଡେ 2025 ବିଷୟରେ ବିସ୍ତୃତରେ ଜାଣିବା।
ଭାଲେଣ୍ଟାଇନ୍ସ ଡେ ଖୁବ୍ ଶୀଘ୍ର ଆସୁଛି ଏବଂ ଏହା ସହିତ, ପ୍ରେମକୁ ସମସ୍ତ ଉପାୟରେ ପାଳନ କରିବାର ସମୟ ଆସିଛି। ଅଧିକାଂଶ ଲୋକ ବାର୍ତ୍ତା, ଉପହାର କିମ୍ବା ପରସ୍ପର ସହିତ ସମୟ ବିତାଇ ସେମାନଙ୍କର ଭାବନା ପ୍ରକାଶ କରନ୍ତି। ଏହି ବର୍ଷ ଆପଣ ଭାଲେଣ୍ଟାଇନ୍ସ ଡେ କିପରି ପାଳନ କରୁଛନ୍ତି? ଏହା ଆମେ ଆପଣଙ୍କୁ ଜ୍ଯୋତିଷ ଶାସ୍ତ୍ର ମଧ୍ୟମରେ କହିବାକୁ ଯାଉଛୁ ଯେ 14 ଫେବ୍ରୁୟାରୀ 2025 ଦିନ ଆପଣଙ୍କୁ କେଉଁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଓ ଆପଣ ଏହି ଦିନକୁ କିପରି ଖାସ କରିପାରିବେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
ଭବିଷ୍ୟ ସହିତ ଜଡ଼ିତ ଯେ କୌଣସି ସମସ୍ଯାର ସମାଧାନ କରନ୍ତୁ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଆଷ୍ଟ୍ରୋସେଜ୍ ଏଆଇର ଏହି ସ୍ୱତନ୍ତ୍ର ଲେଖାରେ, ଆମେ ଆପଣଙ୍କୁ ଭାଲେଣ୍ଟାଇନ୍ସ ଡେ (14 ଫେବୃଆରୀ 2022025) ରେ ଗଠିତ ହେବାକୁ ଥିବା ଶୁଭ ଯୋଗ ବିଷୟରେ ସୂଚନା ପ୍ରଦାନ କରିବୁ ଯାହା ଦ୍ଵାରା ଜ୍ୟୋତିଷଶାସ୍ତ୍ର ସାହାଯ୍ୟରେ ଆପଣଙ୍କ ଦିନକୁ ଭଲ କରାଯାଇପାରିବ ଏବଂ ଆପଣ ସକାରାତ୍ମକ ଫଳାଫଳ ପାଇପାରିବେ। ଏହା ସହିତ, ଏଠାରେ ଆମେ ଆପଣଙ୍କୁ ହୋରା ଅନୁସାରେ ଶୁଭ ମୁହୂର୍ତ୍ତ କହିବୁ ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ ଯଦି ଆପଣ ଆପଣଙ୍କର ପ୍ରିୟ ବ୍ୟକ୍ତିଙ୍କୁ ପ୍ରସ୍ତାବ ଦେବାକୁ ଯୋଜନା କରୁଛନ୍ତି ତେବେ। ସମସ୍ତ 12 ଟି ରାଶି ପାଇଁ ଭାଲେଣ୍ଟାଇନ୍ସ ଡେ ସ୍ପେଶାଲ ଭବିଷ୍ୟବାଣୀ ମଧ୍ୟ କରିବୁ।
ଭାଲେଣ୍ଟାଇନ୍ସ ଡେ କୁ ପ୍ରେମ ଓ ପ୍ରେମର ପ୍ରତ୍ଯେକ ସ୍ବରୂପର ପ୍ରତୀକ କୁହାଯାଇଛି। ଜ୍ୟୋତିଷଶାସ୍ତ୍ର ଅନୁସାରେ ଶୁକ୍ର ଦେବଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ, ରୋମାନ୍ସ, କଳା, ସଙ୍ଗୀତ, ନୃତ୍ୟ ଓ ଭୋଗ ବିଳାସ ସହିତ ଜଡ଼ିତ ସମସ୍ତ ବସ୍ତୁର କାରକ ଗ୍ରହ କୁହାଯାଇଛି। କିନ୍ତୁ, କ’ଣ ଆପଣ ଜାଣିଛନ୍ତି ଯେ ବର୍ଷ 2025ର ଭାଲେଣ୍ଟାଇନ୍ସ ଡେ ଦିନ ତିଆରି ହେଉଥିବା ଶୁଭ ଯୋଗ ବ୍ଯତୀତ ଅନ୍ୟ କେଉଁ କଥା ଏହି ଦିନକୁ ବିଶେଷ କରୁଛି? ତେବେ ଆପଣଙ୍କୁ କହି ରଖୁଛୁ ଯେ ଭାଲେଣ୍ଟାଇନ୍ସ ଡେ 14 ଫେବ୍ରୁଆରୁ 2025, ଶୁକ୍ରବାର ଦିନ ପଡ଼ୁଛି, ଯାହା କି ଶୁକ୍ର ଗରାଜ ଓ ଚନ୍ଦ୍ରଙ୍କ ଦ୍ବାରା ଶାସିତ। ଚନ୍ଦ୍ର ଭାବନାକୁ ନିୟନ୍ତ୍ରଣ କରନ୍ତି ତେବେ ଶୁକ୍ର ଦେବ ପ୍ରେମର ଗ୍ରହ ରୂପରେ ଜଣାଶୁଣା ଓ ସେ ନିଜର ଉଚ୍ଚ ରାଶିରେ ବିରାଜମାନ ଅଛତି ଯାହା ଦ୍ବାରା ଭାଲେଣ୍ଟାଇନ୍ସ ଡେ 2025 ଦିନ ତିଆରି ହେଉଥିବା ଯୋଗ ଏକ ଦୁର୍ଲଭ ଯୋଗ ବୋଲି କୁହାଯାଇ ପାରିବ।
250+ ପୃଷ୍ଠାର ବୃହତ କୁଣ୍ଡଳୀ ରୁ ପାଆନ୍ତୁ ପ୍ରଚୁର ମାତ୍ରାରେ ସଫଳତା ଓ ସମୃଦ୍ଧି ପାଇବାର ମନ୍ତ୍ର!
ସୁକର୍ମା ଯୋଗ ହେଉଛି ସପ୍ତମ ନିତ୍ୟ ଯୋଗ ଯାହାକୁ ଏକ ଶୁଭ ଯୋଗ ଭାବରେ ବିବେଚନା କରାଯାଏ। ଏହି ଯୋଗ ନେତୃତ୍ୱ କ୍ଷମତା, ଶୁଭକାମନା, ଭାଗ୍ୟ ଏବଂ ସଫଳତା ସହିତ ଜଡ଼ିତ। ସୁକର୍ମ ଯୋଗର ଶାସକ ମଙ୍ଗଳ ଗ୍ରହ ଏବଂ ଏହି ଯୋଗ ଆଧ୍ୟାତ୍ମିକ କିମ୍ବା ଧାର୍ମିକ ଉତ୍ସବ ପାଇଁ ସର୍ବୋତ୍ତମ। ଯଦି ଆପଣ ୧୪ ଫେବୃଆରୀ ୨୦୨୫ ରେ ଆପଣଙ୍କ ଜୀବନର ପ୍ରକୃତ ପ୍ରେମକୁ ବିବାହ ପାଇଁ ପ୍ରସ୍ତାବ ଦେବାକୁ ଯାଉଛନ୍ତି, ତେବେ ଏହି କ୍ଷେତ୍ରରେ, ଆପଣ ବିବାହ ପୂର୍ବରୁ ଏବଂ ପରେ ନିଶ୍ଚିତ ଭାବରେ ଶୁଭ ଫଳ ପାଇବେ।
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ଆପଣ ବୋଧେ ଜାଣି ନଥିବେ କିଛି ବିଶେଷ କାରଣ ପାଇଁ ଏକ ବିଶେଷ ସମୟ ମଧ୍ୟ ଥାଏ ଯାହା ଦ୍ବାରା ଏହି ଅବଧିରେ କରାଯାଇଥିବା କାର୍ଯ୍ୟରୁ ଆପଣଙ୍କୁ ଇଚ୍ଛାନୁଯାୟୀ ପରିଣାମ ପ୍ରାପ୍ତଈ ହୋଇପାରିବ ଓ ଏହାକୁ ହୋରା କୁହଯାଏ। ଏବେ ଆପଣ ଜାଣିଯାଇଥିବେ ଯେ ପ୍ରତ୍ଯେକ କରତ୍ୟ କରିବା ପାଇଁ ହୋରା ମୁହୂର୍ତ ଥାଏ, ଖାସ କରି ଯଦି ଆପଣ ନିଜର ପସନ୍ଦର ମଣିଷ ସାମ୍ନାରେ ପ୍ରେମ ପ୍ରକାଶ କରୁଛନ୍ତି କିମ୍ବା କୌଣସି ପ୍ରେମ ପ୍ରସ୍ତାବ ରଖି ସକାରାତ୍ମକ ପରିଣାମ ପାଇବାକୁ ଚାହୁଁଛନ୍ତି ତେବେ। ହଁ, ଜ୍ଯୋତିଷଶାସ୍ତ୍ରରେ ଆପଣଙ୍କର ପ୍ରତି ସମସ୍ଯାର ସମାଧାନ ଦିଆଯାଇଛି, ତାହା ଜୀବନର ଯେ କୌଣସି କ୍ଷେତ୍ରର ହେଉ ନାକାହିଁକି।
ଜ୍ୟୋତିଷ ଶାସ୍ତ୍ରରେ, ଗୋଟିଏ ଦିନକୁ 24 ହୋରାରେ ବିଭକ୍ତ କରାଯାଇଛି ଏବଂ ସମାନ କ୍ରମରେ, ପ୍ରତ୍ୟେକ ହୋରାର ଅବଧି 1 ଘଣ୍ଟା। ଜ୍ୟୋତିଷ ଶାସ୍ତ୍ରରେ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ହୋରା ସମୟ ସହିତ ଜଡ଼ିତ। ଯେପରି ଆମେ ଏଠାରେ ପ୍ରେମ ବିଷୟରେ କହୁଛୁ ଏବଂ ଏହା ଶୁକ୍ର ହୋରା ଅଧୀନରେ ଆସନ୍ତି। ଭାଲେଣ୍ଟାଇନ୍ସ ଡେ ଅର୍ଥାତ୍ ୧୪ ଫେବୃଆରୀ ୨୦୨୫ ରେ ହୋରା ମୁହୂର୍ତ୍ତର ସମୟ ନିମ୍ନଲିଖିତ ହେବ:
ଯଦି ଆପଣ ଏହି ଅବଧିରେ ନିଜର ସାଥୀ ସାମ୍ନାରେ ନିଜର ଭାବନା ପ୍ରକାଶ କରିବାକୁ ଚାହୁଁଛନ୍ତି ଓ ନିଜର କୁଣ୍ଡଳୀରେ ଶୁକ୍ର ଗ୍ରହଙ୍କର ସ୍ଥିତି ଅନୁକୂଳ ଅଛି ତେବେ ଏହି ବର୍ଷଭାଲେଣ୍ଟାଇନ୍ସ ଡେ 2025 ରେ ନିଶ୍ଚିତ ଭାବରେ ଆପଣଙ୍କୁ ପ୍ରେମରେ ସଫଳତା ମିଳିବ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ପ୍ରେମ ରାଶିଫଳ 2025 ଅନୁସାରେ ମେଷ ରାଶିର ଲୋକଙ୍କଊ ଏହି ବର୍ଷ ମିଶ୍ରିତ ପରିଣାମ… ( ବିସ୍ତୃତରେ ପଢ଼ନ୍ତୁ )
ପ୍ରେମ ରାଶିଫଳ 2025 ଅନୁସାରେ ବୃଷ ରାଶିର ଲୋକଙ୍କଊ ମଧ୍ୟ ଏହି ବର୍ଷ ମିଶ୍ରିତ ପରିଣାମ ମିଳିବ… ( ବିସ୍ତୃତରେ ପଢ଼ନ୍ତୁ )
ରାଶି ଚକ୍ରର ତୃତୀୟ ରାଶି ମିଥୁନ ବିଷୟରେ କହିଲେ ପ୍ରେମ ରାଶିଫଳ 2025 ଅନୁସାରେ ମିଥୁନ… ( ବିସ୍ତୃତରେ ପଢ଼ନ୍ତୁ )
ପ୍ରେମ ରାଶିଫଳ 2025 ଅନୁସାରେ କର୍କଟ ରାଶିର ଲୋକଙ୍କ ବିଷୟରେ କହିଲେ ବର୍ଷ 2025 ରେ ଆପଣଙ୍କୁ ପ୍ରେମର ସନ୍ଦର୍ଭ… ( ବିସ୍ତୃତରେ ପଢ଼ନ୍ତୁ )
ପାଆନ୍ତୁ କୁଣ୍ଡଳୀ ଉପରେ ଆଧାରିତ ଶନି ରିପୋର୍ଟ୍
ପ୍ରେମ ରାଶିଫଳ 2025 ଅନୁସାରେ ପ୍ରେମ ଲୋକଙ୍କ ପାଇଁ ଏହି ବର୍ଷ ହରହାରି ପରିଣାମ ଆଣିବ… ( ବିସ୍ତୃତରେ ପଢ଼ନ୍ତୁ )
ପ୍ରେମ ରାଶିଫଳ 2025 ଅନୁସାରେ କନ୍ୟା ରାଶିର ଲୋକଙ୍କ ବିଷୟରେ କହିଲେ ବର୍ଷ 2025 ରେ ପ୍ରେମୀ … ( ବିସ୍ତୃତରେ ପଢ଼ନ୍ତୁ )
ପ୍ରେମ ରାଶିଫଳ 2025 ଅନୁସାରେ ତୁଳା ରାଶିର ଲୋକଙ୍କ ବିଷୟରେ କହିଲେ ଏମାନଙ୍କୁ ଏହି ବର୍ଷ ମିଶ୍ରିତ ଫଳ ମିଳିବ… ( ବିସ୍ତୃତରେ ପଢ଼ନ୍ତୁ )
ପ୍ରେମ ରାଶିଫଳ 2025 ଅନୁସାରେ କହିଲେ ବିଛା ରାଶିର ଲୋକଙ୍କୁ ଏହି ବର୍ଷ ପ୍ରେମ ରେ…
ପ୍ରେମ ରାଶିଫଳ 2025 ଅନୁସାରେ ଧନୁ ରାଶିର ଲୋକଙ୍କ ବିଷୟରେ କହିଲେ ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଦୁର୍ବଳ … ( ବିସ୍ତୃତରେ ପଢ଼ନ୍ତୁ )
ପ୍ରେମ ରାଶିଫଳ 2025 ଅନୁସାରେ ମକର ରାଶିର ଲୋକଙ୍କ ପାଇଁ ବର୍ଷର ପ୍ରଥମ ଭାଗ ସ୍ମରଣୀୟ… ( ବିସ୍ତୃତରେ ପଢ଼ନ୍ତୁ )
ରାଶି ଚକ୍ରର 11ତମ ରାଶିର ପ୍ରେମ ରାଶିଫଳ 2025 ଅନୁସାରେ ପ୍ରେମୀ ଲୋକଙ୍କୁ … ( ବିସ୍ତୃତରେ ପଢ଼ନ୍ତୁ )
ପ୍ରେମ ରାଶିଫଳ 2025 ଅନୁସାରେ ପଞ୍ଚମ ଘର ଉପରେ କୌଣସି ମଧ୍ୟ ଗ୍ରହର ନକରାତ୍ମକ ପ୍ରଭାବ ନାହିଁ ଯାହାର … ( ବିସ୍ତୃତରେ ପଢ଼ନ୍ତୁ )
ଭଲେନଟାଇନ ଡେର ସମ୍ବନ୍ଧ ପ୍ରାଚୀନ ରୋମ ସହିତ ଅଛି। ତୃତୀୟ ଶତାବ୍ଦୀରେ ଦୁଇଟି ଭିନ୍ନ ଭିନ୍ନ ବର୍ଷରେ 14 ଫେବ୍ରୁୟାରୀ ଦିନ ରାଜା କ୍ଲାଉଡିଆସ ଦ୍ଵିତୀୟ ଭଲେନଟାଇନ ନାମର ଦୁଇ ବ୍ୟକ୍ତିଙ୍କୁ ମୃତ୍ଯୁ ଦଣ୍ଡ ଦେଇଥିଲେ। କାଥୋଲିକ ଚର୍ଚ ସେନ୍ଟ ଭଲେନଟାଇନ ଡେ ର ସ୍ଥାପନା କରି ତାଙ୍କୁ ମନେ ପକାଇଥିଲେ। ଭଲେନଟାଇନ ଡେ ସହିତ ଜଡ଼ିତ ଅନେକ କାହାଣୀ ପ୍ରଚଳିତ ଅଛି।
ବର୍ତ୍ତମାନ ସମୟରେ ଭଲେନଟାଇନ ଡେରେ ସାଂସ୍କୃତିକ ଓ ସମଜାକି ଭାବରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଲାଣି। କିନ୍ତୁ ଆଜି ମଧ୍ୟ ଭଲେନଟାଇନ ଡେ ପ୍ରେମର ଦୟଣା ରୂପରେ ପାଳନ ହେଉଛି, କିନ୍ତୁ ଏବେ ଏହାକୁ ପାଳନ କରିବାରେ ପରିବର୍ତ୍ତନ ଆସିଛି। ଆଢୁକିନ ସମୟରେ ସୋଶଲ ମିଡିଆ ପ୍ଲୈଟ୍ଫର୍ମ୍ କିମ୍ବା ଆପ ଯେପରି ୱାଟସଆପ କିମ୍ବା ୟଣସ୍ତଗ୍ରମ ମାଧ୍ୟମରେ ଲୋକ ଟେକ୍ସଟ୍, ଜିଆଇଏଫ୍ ଇତ୍ୟାଦି ପଠାଇ ନିଜର ପ୍ରିୟଜନଙ୍କୁ ଶୁଭକାମନା ଦିଅନ୍ତି। ପରସ୍ପର ଠାରୁ ଦୂରରେ ରହୁଥିବା ପ୍ରେମୀ ଏବେ ଭିଡିଓ କଲ୍ ସାହାଜ୍ୟରେ ଭଲେନଟାଇନ ଡେ ପାଳନ କରି ପାରିବେ। ଅନ୍ୟ ପଟେ, ଡିଜିଟାଲ ଲଭ ନୋଟ ଓ ମୀମ ମଧ୍ୟ ନିଜର ପ୍ରେମକୁ ପ୍ରକାଶ କରିବାର ଭଲ ମାଧ୍ୟମ।
ବଦଳୁଥିବା ଏହି ଦୁନିଆରେ ଏକୋ-ଫ୍ରେଣ୍ଡଳୀ ଗିଫ୍ଟ ମଧ୍ୟ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ଯେପରି ଫୂଳ, ପ୍ଲଟ ବେସଡ ଚକଲେଟ୍ ଓ ଏଥିକଲ ଜ୍ଵେଲେରୀ ଇତ୍ୟାଦି। କିଛି ଲୋକ ଉପହାର ଦେବା ପରିବର୍ତ୍ତେ ସୁନ୍ଦର ଜାଗା ବୁଲିବାକୁ ଯିବାକୁ ପସନ୍ଦ କରନ୍ତି। ଏହି କଥାାକୁ ନେଇ ଆମେ ନିଶ୍ଚିତ ଯେ ଭବିଷ୍ୟରେ ଟେକନିକ ଓ ଜୀବନଶୈଳୀରେ ପରିବର୍ତ୍ତନ ସହିତ ଭଲେନଟାଇନ ଡେ ପାଳିବା ଓ ଉପହାରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
1. ଭାଲେଣ୍ଟାଇନ ଡେ କେବେ ପାଳନ ହୁଏ?
ପ୍ରତି ବର୍ଷ ଭାଲେଣ୍ଟାଇନ ଡେ 14 ଫେବ୍ରୁୟାରୀ ରେ ପାଳନ ହୁଏ।
2. ଜ୍ଯୋତିଷଶାସ୍ତ୍ରରେ ପ୍ରେମର ସମ୍ବନ୍ଧ କେଉଁ ଗ୍ରହ ସହିତ ଅଛି?
ଶୁକ୍ର ଦେବ ପ୍ରେମ ଓ ଏହା ସହିତ ଜଡ଼ିତ କ୍ଷେତ୍ରକୁ ନିୟନ୍ତ୍ରଣ କରନ୍ତି।
3. ଭାଲେଣ୍ଟାଇନ ଡେର ଉତ୍ପତି କିପରି ହେଲା?
ଭାଲେଣ୍ଟାଇନ ଡେର ଆରମ୍ଭ ପ୍ରାଚୀନ ରମରେ ଏକ ଇସାଇ ପର୍ବ ଭାବରେ ଆରମ୍ଭ ହୋଇଥିଲା।