ଟାରୋ ସାପ୍ତାହିକ ରାଶିଫଳ - 20 ଅପ୍ରିଲ ରୁ 26 ଅପ୍ରିଲ 2025

Author: Monica Rajguru | Updated Thu, 03 Apr 2025 01:11 PM IST

ଏହି ଟାରୋ ସାପ୍ତାହିକ ରାଶିଫଳ ରାଶିଚକ୍ରର ସମସ୍ତ 12 ଟି ରାଶି ପାଇଁ ଭବିଷ୍ୟବାଣୀ ପ୍ରଦାନ କରିବ। ଟାରୋ କାର୍ଡ ଏକ ପ୍ରାଚୀନ ବିଦ୍ୟା ଅଟେ ଯାହାର ଉପଯୋଗ ଭବିଷ୍ୟ ଜାଣିବା ପାଇଁ କରାଯାଏ। ଏହାର ପ୍ରୟୋଗ ପ୍ରାଚୀନ କାଳରୁ ଟାରୋ ରିଡର ଓ ରହସ୍ୟବାଦୀ ଦ୍ବାରା ଅନ୍ତର୍ଜ୍ଞାନ ପ୍ରାପ୍ତ କରିବା ଓ କୌଣସି ବିଷୟର ଗଭୀରତା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ହୋଇଥାଏ। ଯଦି କୌଣସି ବ୍ୟକ୍ତି ବହୁତ ଆସ୍ଥା ଓ ବିଶ୍ବାସ ସହିତ ମନରେ ଆସୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆସେ, ତେବେ ଟାରୋ କାର୍ଡର ଦୁନିଆ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇ ପାରିବ। ବହୁତ ଲୋକ ବିଶ୍ବାସ କରନ୍ତି ଯେ ଟାରୋ ଏକ ମନୋରଞ୍ଜନର ସାଧନ ଅଟେ ଓ ଏହା ଅଧିକାଂଶ ମନୋରଞ୍ଜନ ରୂପରେ ଦେଖାଯାଏ।


ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025

ଟାରୋ ଏହି କଥା ଉପରେ ଧ୍ୟାନ ଦିଏ ଯେ ଆପଣ କେଉଁଠି ହିଲେ, ଏବେ କେଉଁଠି ଅଛନ୍ତି କିମ୍ବା କେଉଁ ସ୍ଥିତିରେ ଅଛନ୍ତି ଓ କାଲି ଆପଣଙ୍କର ସାଙ୍ଗରେ କ’ଣ ହୋଇପାରେ। ଏହା ଆପଣଙ୍କୁ ଊର୍ଜାରେ ଭରପୁର ପରିବେଶ କରିବାର ସୁଯୋଗ ଦେଇଥାଏ ଓ ନିଜର ଭବିଷ୍ୟ ପାଇଁ ଠିକ ବିକଳ୍ପ ବାଛିବା ପାଇଁ ସାହାଜ୍ୟ କରିଥାଏ। ଯେଉଁ ପ୍ରକାର ଏକ ବିଶ୍ଵସ୍ଥ କୌଣସେଲୋର ଆପଣଙ୍କୁ ନିଜ ଭିତରେ ଝାଙ୍କି ଦେଖିବାକୁ ଶିଖାଇଥାଏ, ସେହି ପ୍ରକାର ଟାରୋ ଆପଣଙ୍କୁ ନିଜର ଆତ୍ମା ସହିତ କଥା ହେବକୁ ସୁଯୋଗ ଦେଇଥାଏ।

ଆପଣଙ୍କୁ ଲାଗୁଛି କି ଯେପରି ଆପଣ ଜୀବନର ମାର୍ଗରେ ହଜି ଯାଇଛନ୍ତି ଓ ଆପଣଙ୍କୁ ଠିକ ଦିଗ କିମ୍ବା ସାହାଜ୍ୟର ସନ୍ଧାନ ଅଛି। ପ୍ରଥମେ ଆପଣ ଟାରୋର ଉପହାସ କରୁଥିଲେ କିନ୍ତୁ ଏବେ ଆପଣ ଏହାର ପ୍ରଭାବ ବିଷୟରେ ଜ୍ଞାତ ହୋଇ ସାରିଲେଣି। ଆପଣ ନିଜର ସମୟ କାଟିବା ପାଇଁ ନୂଆ ଶୌକ ଖୋଜୁଛନ୍ତି। ଏହି କାରଣରୁ ଟାରୋରେ ଲୋକଙ୍କର ଉତ୍ସୁକତା ବଢ଼ିଥାଏ।

ବର୍ଷ 2025ର ଚତୁର୍ଥ ମାସ ଅପ୍ରିଲ ଏହି ସପ୍ତାହ ଅର୍ଥାତ ଟାରୋ ରାଶିଫଳ 20 ଅପ୍ରିଲ ରୁ 26 ଅପ୍ରିଲ 2025 ନିଜ ସହିତ କ’ଣ ଆଣିବ? ଏହା ଜାଣିବା ପାଇଁ ଆମେ ଟାରୋ କାର୍ଡ ବିଷୟରେ କଥା ହେବା। ଆପଣଙ୍କୁ କହିଦେଉଛୁ ଯେ ଟାରୋର ଉତ୍ପତି ଆଜିଠାରୁ 1400 ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ଇଟାଲୀରେ ବର୍ଣନା କରାଯାଇଥିବା ମିଳିଥିଲା। ଆରମ୍ଭରେ ଟାରୋକୁ ତାସ ଭାବରେ ରାଜପରିବାରର ପାର୍ଟୀରେ ଖଏକା ଯାଉଥିଲା। ଟାରୋ କାର୍ଡର ବାସ୍ତବିକ ଉପଯୋଗ 16 ଶହ ଶତାବ୍ଦୀରେ ଇଉରୋପରେ କିଛି ଲୋକଙ୍କ ଦ୍ବାରା କରାଗଲା ଯେବେ ସେ ଜାଣିଲେ ଯେ 78 କାର୍ଡ ବ୍ୟବହାର କରି କିପରି ଭବିଷ୍ୟ ବିଷୟରେ କୁହାଯାଇ ପାରିବ, ସେହି ସମୟରେ ଏହାର ମହତ୍ଵ ଅନେକ ଗୁଣ ବଢ଼ିଯିବ। ମଧ୍ୟାକାଳରେ ଟାରୋକୁ ଜାଦୁ ସହିତ ଜଡ଼ିତ କରାଗଲା ଓ ଏହାର ପରିଣାମସ୍ବରୂପ ସାଧାରଣ ଲୋକ ଭବିଷ୍ୟ ବିଷୟରେ କହୁଥିବା ଏହି ବିଦ୍ୟା ଠାରୁ ଦୂରେଇ ରହିବା ଠିକ ଭାବୁଥିଲେ।

କିନ୍ତୁ ଟାରୋ କାର୍ଡର ଯାତ୍ରା ଏଠାରେ ଅଟକି ନଥିଲା ଏବଂ ଏହା କିଛି ଦଶନ୍ଧି ପଡ଼େ ପୁନର୍ବାର ସୁନାମ ଅର୍ଜନ କରିଥିଲା । ଏହା ଭବିଷ୍ୟ କହୁଥିବା ବିଜ୍ଞାନ ଭାବରେ ବିଶ୍ବରେ ମାନ୍ୟତା ପାଇଲା। ଭାରତ ସମେତ ସମଗ୍ର ବିଶ୍ୱରେ, ଭବିଷ୍ୟବାଣୀ କରୁଥିବା ଟାରୋ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ମଧ୍ୟରେ ଗଣାଯାଏ ଏବଂ ଟାରୋ କାର୍ଡ ସମ୍ମାନ ପାଇବାରେ ସଫଳ ହେଲା

ତେବେ ଆସନ୍ତୁ ବର୍ତ୍ତମାନ ଏହି ଟାରୋ ସାପ୍ତାହିକ ରାଶିଫଳ ଆରମ୍ଭ କରିବା ଏବଂ ଜାଣିବା ଅପ୍ରିଲ ମାସର ଚତୁର୍ଥ ସପ୍ତାହ ଅର୍ଥାତ୍ 20 ଅପ୍ରିଲ ରୁ 26 ଅପ୍ରିଲ 2025 ସମସ୍ତ 12 ଟି ରାଶିର ଲୋକଙ୍କ ପାଇଁ କିପରି ହେବ?

ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ

ଟାରୋ ରାଶିଫଳ 20 ଅପ୍ରିଲ ରୁ 26 ଅପ୍ରିଲ, 2025: ରାଶି ଅନୁସାରେ ରାଶିଫଳ

ମେଷ ରାଶି

ପ୍ରେମ ଜୀବନ: ଫୋର ଅଫ ସ୍ୱାର୍ଡସ

ଆର୍ଥିକ ଜୀବନ: ଏସ ଅଫ ପେଣ୍ଟାକଲ୍ସ

କ୍ୟାରିଅର: ଏସ ଅଫ ୱାଣ୍ଡସ୍

ସ୍ବାସ୍ଥ୍ୟ: ସେଭେନ ଅଫ ୱାଣ୍ଡସ୍

ମେଷ ରାଶିର ଲୋକଙ୍କି ଲଭ ଲାଇଫ ରେ ଫୋର ଅଫ ସ୍ୱାର୍ଡସ କାର୍ଡ ମିଳିଛି ଯାହା ଅନୁସାରେ ଏହି ସମୟ ଆତ୍ମନିରୀକ୍ଷଣ ଓ ଆରାମ କରିବା ପାଇଁ ଅଟେ। ଏହି କାର୍ଡ ସଙ୍କେତ ଦେଉଛି ଯେ ଆପଣଙ୍କୁ ନିଜର ଜୀବନସାଥୀ ସହିତ ପୁଣି ଥରେ ସମ୍ପର୍କ ଯୋଡ଼ିବା ପାଇଁ ତାଙ୍କ ଠାରୁ ଅଲଗା ହେବାକୁ ପଡ଼ିବ।

ଏସ ଅଫ ପେଣ୍ଟାକଲ୍ସ କାର୍ଡ ବୃତ୍ତିଗତ ଜୀବନରେ ନୂଆ ଓ ଦୃଢ଼ ସୁଯୋଗକୁ ଦର୍ଶାଉଛି। ଏହା ସହିତ ଏହି କାର୍ଡର କହିବା କଥା ଯେ ଏବେ ଆପଣ ଆର୍ଥିକ ରୂପରେ ସମୃଦ୍ଧ ଓ ସମ୍ପୂର୍ଣ ରହିବେ। ଧନ ରୋଜଗାର କରିବା ପାଇଁ ଆପଣଙ୍କୁ ନୂଆ ସୁଯୋଗର ଲାଭ ଉଠାଇବା ଉଚିତ।

ଏସ ଅଫ ୱାଣ୍ଡସ୍ କାର୍ଡ ଆପଣଙ୍କୁ କଷ୍ଟକର କାର୍ଯ୍ୟ ଓ ସମସ୍ଯା ସହିତ ସାମ୍ନା କରିବାକୁ କହୁଛି। ବୃତ୍ତିଗତ ଜୀବନରେ ଏହି କାର୍ଡ ରଚନାତ୍ମକ ଶକ୍ତି ଓ ଉତ୍ସାହ ଦର୍ଶାଉଛି। କ୍ୟାରିଅରରେ ନୂଆ ଆରମ୍ଭ କରି ପାରିବେ। ପ୍ରୋମୋଶନର ଯୋଗ ଅଛି।

ସ୍ବାସ୍ଥ୍ୟ ବିଷୟରେ କହିଲେ ସେଭେନ ଅଫ ୱାଣ୍ଡସ୍ କାର୍ଡ ଦର୍ଶାଉଛି ଯେ ଆପଣ ବାଧାକୁ ପାର କରି ସାରିଛନ୍ତି। ଏହି କାର୍ଡର କହିବା କଥା ଯେ ଆପଣ ନିଜର ଦେଖାଶୁଣା କରିବା ପାଇଁ ପ୍ରୟାସ କରୁଛନ୍ତି।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ: ସ୍ପେଶାଲ୍ ହୋଲି ସ୍କ୍ରିପ୍ଚର୍ସ

ବୃହତ କୁଣ୍ଡଳୀ ରେ ଲୁଚି ରହିଛି ଆପଣଙ୍କର ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହଙ୍କର ଚଳନର ସମସ୍ତ ସୂଚନା

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମେଷ ରାଶିଫଳ 2025

ବୃଷ ରାଶି

ପ୍ରେମ ଜୀବନ: ନାଇନ ଅଫ ସ୍ୱାର୍ଡସ

ଆର୍ଥିକ ଜୀବନ: ସ୍ଟ୍ରେଂଥ

କ୍ୟାରିଅର: ଦ ଟାୱାର (ରିଭର୍ସଡ)

ସ୍ବାସ୍ଥ୍ୟ: ଦ ଟେମ୍ପେରାନ୍ସ (ରିଭର୍ସଡ)

ପ୍ରେମ ଜୀବନରେ ବୃଷ ରାଶିର ଲୋକଙ୍କୁ ନାଇନ ଅଫ ସ୍ୱାର୍ଡସ କାର୍ଡ ଏକ ଅଶୁଭ ସଙ୍କେତ ଦେଉଛି। ଏହି ସମୟରେ ଆପଣଙ୍କର ସମ୍ପର୍କ କଷ୍ଟକର ଓ ଅପ୍ରିୟ ଭାବନାରେ ଭାରି ରହିବ। ନିଜର ପାର୍ଟନରର ରହସ୍ୟ, ପ୍ରତାରଣା ଯୋଗୁଁ ଆପଣଙ୍କୁ ଚାପ ଅନୁଭବ ହୋଇପାରେ। ଏହି ସମସ୍ଯାରୁ ବାହାରିବା ପାଇଁ ଖୋଲାଖୋଲି ଭାବରେ ପରସ୍ପର ସହିତ କଥା ହୁଅନ୍ତୁ।

ଦ ସ୍ଟ୍ରେଂଥ କାର୍ଡ ଆପଣଙ୍କୁ ବୁଝାମଣା ଦ୍ବାରା ପଇସା ଖର୍ଚ୍ଚ କରିବା ଓ ଭାବି-ଚିନ୍ତି ବୃତ୍ତିଗତ ନିଷ୍ପତି ନେବାକୁ କହୁଛି। ଆଓନଙ୍କୁ କୌଣସି ପୁରସ୍କାର କିମ୍ବା କ୍ୟାରିଅରରେ ପ୍ରଗତି ମିଳିବାର ସମ୍ଭାବନା ଅଛି କିନ୍ତୁ ଏହି କାର୍ଡ ଆପଣଙ୍କୁ ଭାବନାତ୍ମକ ସ୍ତରରେ ସନ୍ତୁଳିତ ରହିବା ପାଇଁ କହୁଛି।

ଆପଣଙ୍କ ଅତ୍ୟଧିକ କାମ କିମ୍ବା ଖରାପ ପ୍ରଦର୍ଶନ ଯୋଗୁଁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହିତ ବିବାଦର ସମ୍ମୁଖୀନ ହୋଇପାରନ୍ତି। ଏହି ସମୟରେ ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ସମର୍ଥନ ନ କରିପାରେ। ଏପରି ପରିସ୍ଥିତିରେ, ଆପଣଙ୍କୁ ଶାନ୍ତ ରହିବାକୁ ପଡ଼ିବ, ପରିସ୍ଥିତି ବିଷୟରେ ଚିନ୍ତା କରିବାକୁ ପଡ଼ିବ ଏବଂ ପୁଣି ଥରେ ପୂର୍ଣ୍ଣ କ୍ଷମତା ସହିତ କାମ କରିବାକୁ ପଡ଼ିବ।

ଟାରୋ ହେଲ୍ଥ ରିଡିଂରେ ରିଭର୍ସ ଆସିଥିବା ଟେମ୍ପେରାନ୍ସ କାର୍ଡ ସୂଚାଇଥାଏ ଯେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ନାହିଁ କିମ୍ବା ବାରମ୍ବାର ଅସୁସ୍ଥତା କିମ୍ବା ଆଘାତ ଯୋଗୁଁ ଆପଣ ଆଗକୁ ବଢ଼ି ପାରୁନାହାଁନ୍ତି ଏବଂ କାମ କରିପାରୁନାହାଁନ୍ତି। ଟାରୋ ସାପ୍ତାହିକ ରାଶିଫଳ ଅନୁସାରେ ଆପଣଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ, ଆପଣଙ୍କୁ ଆପଣଙ୍କ କାମ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ପଡ଼ିବ।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ: ଏକ୍ଟିଭେଟିଡ୍ ଚାର୍କୋଲ୍ କାର୍ଭିଂ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବୃଷ ରାଶିଫଳ 2025

ମିଥୁନ ରାଶି

ପ୍ରେମ ଜୀବନ: ଥ୍ରୀ ଅଫ ପେଣ୍ଟାକଲ୍ସ

ଆର୍ଥିକ ଜୀବନ: ଦ ହାଇ ପ୍ରିଷ୍ଟେସ

କ୍ୟାରିଅର: ଏସ ଅଫ କପ୍ସ

ସ୍ବାସ୍ଥ୍ୟ: ଫୋର ସ୍ୱାର୍ଡସ

ପ୍ରେମ ଜୀବନରେ ମିଥୁନ ରାଶିର ଲୋକଙ୍କୁ ଥ୍ରୀ ଅଫ ପେଣ୍ଟାକଲ୍ସ କାର୍ଡ ମିଳିଛି ଯାହା ଆପଣଙ୍କର ବିବାହ ବନ୍ଧନ ଆଡ଼କୁ ସଙ୍କେତ ଦେଉଛି। ଆପଣଙ୍କର ବିବାହର ପ୍ରସ୍ତୁତି ଚାଲିବ। ଏହା ବ୍ଯତୀତ ଆପଣଙ୍କର ପରିବାରରେ କୌଣସି ସଦସ୍ୟଙ୍କର ବିବାହ କିମ୍ବା ଅନ୍ୟ କାର୍ଯ୍ୟକ୍ରମର ପ୍ରସ୍ତୁତ କରି ପାରିବେ।

ବୃତ୍ତିଗତ ଜୀବନରେ ଦ ହାଇ ପ୍ରିଷ୍ଟେସ କାର୍ଡ ଆପଣଙ୍କୁ ଠିକ ଭାବରେ ଉଚିତ ସ୍ରୋତରୁ ଧନ ରୋଜଗାର କରିବାର ପରାମର୍ଶ ଦେଉଛି। ଏହି କାର୍ଡ ଆପଣଙ୍କୁ କହୁଛି ଯେ ଆପଣଙ୍କୁ ନିଜର ପଇସାକୁ ଭାବିଚିନ୍ତି ଖର୍ଚ୍ଚ କରିବା ଉଚିତ।

ଟାରୋ କ୍ୟାରିଅର ରୀଡିଂରେ ଏସ ଅଫ କପ୍ସ ଏକ ଭଲ କାର୍ଡ ଅଟେ। ଏହି କାର୍ଡ ଦର୍ଶାଉଛି ଯେ ସବୁ କିଛି ଠିକ ଦିଗରେ ବଢ଼ୁଛି ଓ ଆପଣଙ୍କର କ୍ୟାରିଅର ଠିକ ରାସ୍ତାରେ ଅଛି। ଏଥିରେ ଆର୍ଥିକ ସ୍ଥିରତା, ଲୋକପ୍ରିୟତା, ଓ ଯଶ ଅନ୍ତର୍ଭୁକ୍ତ।

ଫୋର ଅଫ ସ୍ୱାର୍ଡସ କାର୍ଡ କହୁଛି ଯେ ଆପଣଙ୍କୁ କିଛି କରିବା ପୂର୍ବରୁ ନିଜକୁ ସୁସ୍ଥ ରଖିବା ଉଚିତ। ପୂର୍ବ ସପ୍ତାହ ବହୁତ ବ୍ୟସ୍ତବିହ୍ଵଳ ରହିବ ସେଥିପାଇଁ ଆଗକୁ ଆସିବାକୁ ଥିବା ସମସ୍ଯା ପାଇଁ ପ୍ରସ୍ତୁତ ରୁହନ୍ତୁ। ଆଗାମୀ ସପ୍ତାହ ପାଇଁ ନିଜକୁ ପ୍ରସ୍ତୁତ କରିବା ବେଳେ ଆରାମ ଆବଶ୍ୟକ ହେବ।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ: ପୀଚଉଡ୍ ଏଡୋର୍ନମେଣ୍ଟ୍ସ

କ୍ୟାରୀଅରର ହେଉଛି ଟେନ୍ସନ! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମିଥୁନ ରାଶିଫଳ 2025

କର୍କଟ ରାଶି

ପ୍ରେମ ଜୀବନ: ଫୋର ଅଫ ସ୍ୱାର୍ଡସ

ଆର୍ଥିକ ଜୀବନ: ଥ୍ରୀ ଅଫ କପ୍ସ

କ୍ୟାରିଅର: ଥ୍ରୀ ଅଫ ୱାଣ୍ଡସ୍

ସ୍ବାସ୍ଥ୍ୟ: ଫାଇଭ ଅଫ ୱାଣ୍ଡସ୍

କର୍କଟ ରାଶିର ଲୋକଙ୍କୁ ଫୋର ଅଫ ସ୍ୱାର୍ଡସ କାର୍ଡ ମିଳିଛି ଯାହା ଅନୁସାରେ ଆପଣଙ୍କୁ ପ୍ରେମ ମାମଲାରେ ନିଜର ଇଚ୍ଛାକୁ ଜାଣିବା ଓ ଆପଣଙ୍କର ସମ୍ପର୍କ କେଉଁ ଦିଗରେ ଯାଉଛି ତାହା ଉପରେ ବିଚାର କରିବା ପାଇଁ କିଛି ସମୟ କାଢ଼ିବାକୁ ହେବ। ଏହି କାର୍ଡର କହିବା କଥା ଯେ ଯଦି ଆପଣ ସିଂଗଲ ଅଛନ୍ତି ତେବେ ଆପଣଙ୍କୁ କୌଣସି ସମ୍ପର୍କର ଆରମ୍ଭ ପୂର୍ବରୁ ନିଜକୁ ଭଲ ଭାବରେ ଜାଣିବା ଉଚିତ।

ବୃତ୍ତିଗତ ରୀଡିଂରେ ଥ୍ରୀ ଅଫ କପ୍ସ କାର୍ଡ ଏକ ଶୁଭ ସଙ୍କେତ ଦେଉଛି। ଏହି କାର୍ଡ ଦର୍ଶାଉଛି ଯେ ଶୀଘ୍ର ଆପଣଙ୍କୁ ଆୟର ନୂଆ ସ୍ରୋତ ମିଳିପାରେ। ନିଜକୁ ଆର୍ଥିକ ଭାବରେ ଦୃଢ଼ କରିବା ପାଇଁ ଆପଣ ଚାକିରି ପରିବର୍ତ୍ତନ କିମ୍ବା ନୂଆ କମ୍ପାନୀ ଆରମ୍ଭ କରିବା ବିଷୟରେ ଭାବି ପାରିବେ।

କ୍ୟାରିଅର କ୍ଷେତ୍ରରେ ଥ୍ରୀ ଅଫ ୱାଣ୍ଡସ୍ କାର୍ଡ କହୁଛି ଯେ ଏହି ସପ୍ତାହରେ ଆପଣ ନିଜର ଅଫିସରେ କୌଣସି କଷ୍ଟକର ସ୍ଥିତିରୁ ବାହାରି ଆରାମ ପାଇବେ। ଆପଣ ନିଜର ଚାକିରିରେ ଆରାମ ଅନୁଭବ କରିବେ। ଆପଣ କ୍ୟାରିଅର କ୍ଷେତ୍ରରେ ସ୍ଥିରତା ପାଇବେ।

ହେଲ୍ଥ ରୀଡିଂରେ ଫାଇଭ ଅଫ ୱାଣ୍ଡସ୍ କାର୍ଡର ଅର୍ଥ ହେଉଛି ଏହି sଅପତାହ ଆପଣଙ୍କୁ ଅତ୍ୟଧିକ ଚାପ ଦେବ ଓ ଏହି କାରଣରୁ ସ୍ବାସ୍ଥ୍ୟ ହ୍ରାସ ହେବ।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ : ବ୍ରୋଞ୍ଜ ଭେଶେଲ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କର୍କଟ ରାଶିଫଳ 2025

ସିଂହ ରାଶି

ପ୍ରେମ ଜୀବନ: ଥ୍ରୀ ଅଫ କପ୍ସ

ଆର୍ଥିକ ଜୀବନ: ଫାଇଭ ଅଫ ୱାଣ୍ଡସ୍

କ୍ୟାରିଅର: ଟୂ ଅଫ ସ୍ୱାର୍ଡସ

ସ୍ବାସ୍ଥ୍ୟ: ଦ ହୀରୋଫେନ୍ଟ

ଟାରୋ ରୀଡିଂରେ ଥ୍ରୀ ଅଫ କପ୍ସ କାର୍ଡ ନିଜର ପ୍ରେମ ସହିତ ପୁନର୍ମିଳନ, ଦୃଢ଼ ସମ୍ବନ୍ଧ ଓ ଖୁସିର ପ୍ରତିକ ଅଟେ। ଆପଣ ନିଜର କୌଣସି ନିଜ ଲୋକ ସହିତ ପ୍ରେମରେ ପଡ଼ି ପାରନ୍ତି। ଯଦି ଆପଣ ପ୍ରଥମରୁ ହି ନିଜର ପାର୍ଟନର ସହିତ ଅଛନ୍ତି, ତେବେ ସାମାଜିକ ସମାରୋହ ସାହାଜ୍ୟରେ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।

ଫାଇଭ ଅଫ ୱାଣ୍ଡସ୍ କାର୍ଡ ଦର୍ଶାଉଛି ଯେ ଆପଣଙ୍କୁ ନିଜର ବୃତ୍ତିଗତ ଲକ୍ଷକୁ ପ୍ରାପ୍ତ କରିବାର ମାର୍ଗରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ। ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ ଏହି କାର୍ଡର କହିବ କଥା ଯେ ଆପଣଙ୍କୁ ମାର୍କେଟ, କାର୍ଯ୍ୟସ୍ଥଳ କିମ୍ବା ନିବେଶର ସ୍ଥିତିରେ ସମସ୍ଯା ସାମ୍ନା କରିବା ଓ ତାକୁ ସମାଧାନ କରିବାକୁ ପ୍ରସ୍ତୁତ ରହିବା ଉଚିତ।

କ୍ୟାରିଅର ମାମଲାରେ ଆପଣଙ୍କୁ ଟୂ ପ୍ଫ ସ୍ୱାର୍ଡସ କାର୍ଡ ମିଳିଛି ଯାହା ସଂଘର୍ଷ ଓ ନିସପ୍ତି ନେବାରେ ସମସ୍ଯାକୁ ଦର୍ଶାଉଛି ଯେଉଁଠି ଆପଣଙ୍କୁ ଦୁଇଟି ସୁଯୋଗ କିମ୍ବା ବିକଳ୍ପ ମଧ୍ଯରେ ବାଛିବାକୁ ପଡ଼ିପାରେ।

ସ୍ୱାସ୍ଥ୍ୟ କ୍ଷେତ୍ରରେ, ଦି ହାଇରୋଫାଣ୍ଟ କାର୍ଡ ପାରମ୍ପରିକ ଔଷଧର ପରାମର୍ଶ ଅନୁସରଣ କରିବାକୁ ଏବଂ ଉତ୍ତମ ଫଳାଫଳ ପାଇଁ ବିଶ୍ୱସ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ପରାମର୍ଶ ଦେଉଛି। ଏହି କାର୍ଡଟି ନିଜର ଯତ୍ନ ନେବା ଏବଂ ପ୍ରମାଣିତ ଚିକିତ୍ସା ପଦ୍ଧତିଗୁଡ଼ିକୁ ପ୍ରାଥମିକତା ଦେବାର ଗୁରୁତ୍ୱକୁ ଉଲ୍ଲେଖ କରେ।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ: କିରିନ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ସିଂହ ରାଶିଫଳ 2025

ଶନି ରିପୋର୍ଟ୍ ମାଧ୍ୟମରେ ଜାଣନ୍ତୁ ଜୀବନରେ ଶନିଙ୍କର ପ୍ରଭାବ

କନ୍ୟା ରାଶି

ପ୍ରେମ ଜୀବନ: ଫୋର ଅଫ ପେଣ୍ଟାକଲ୍ସ

ଆର୍ଥିକ ଜୀବନ: କୁଇନ ଓ କପ୍ସ

କ୍ୟାରିଅର: ଫୋର ଅଫ କପ୍ସ

ସ୍ବାସ୍ଥ୍ୟ: ସେଭେନ ଅଫ କପ୍ସ

କନ୍ୟା ରାଶିକୁ ଫୋର ଅଫ ପେଣ୍ଟାକଲ୍ସ କାର୍ଡ ମିଳିଛି ଯାହା ଅନୁସାରେ ଆପଣ ଓ ଆପଣଙ୍କର ଜୀବନସାଥୀ ମଧ୍ଯରେ ଭରସା ନ ରହିବାର ଚାପ ଯୋଗୁଁ ଆପଣଙ୍କର ସମ୍ପର୍କ ଖରାପ ସ୍ତର ଦେଇ ଗତି କରିବ। ଏହାର ସମାଧାନ କାଢ଼ିବାକୁ ଚେଷ୍ଟା କରନ୍ତୁ।

ବୃତ୍ତିଗତ ଜୀବନରେ କୁଇନ ଅଫ କପ୍ସ କାର୍ଡ ସ୍ଥିରତା ଓ ଭାବନାତ୍ମକ ରୂପରେ ସନ୍ତୁଳିତ ରହିବାକୁ ଦର୍ଶାଏ। ଏହି କାର୍ଡର କହିବା କଥା ଯେ ଆପଣଙ୍କୁ ବିପଦପୂର୍ଣ କାମ କରିବା ପରିବର୍ତ୍ତେ ଆର୍ଥିକ ସ୍ଥିତିକୁ ଦୃଢ଼ କରିବା ଉଚିତ।

କ୍ୟାରିଅର ରୀଡିଂରେ ଫୋର ଅଫ କପ୍ସ କାର୍ଡ ଆସିବାର ଅର୍ଥ ଏହା ଯେ ଆପଣଙ୍କର ନିଜର କାମରେ ରୁଚି ରହିବ ନାହିଁ ଓ ଆପଣ ନିଜର ଅଫିସରେ ଭିନ୍ନ ଅନୁଭବ କରିବେ। ପ୍ରୋଜେକ୍ଟରେ ମନ ଲଗାଇ କାମ କରିବା ଆପଣଙ୍କ ପାଇଁ କଷ୍ଟକର ହେବ। ଏଥି ଯୋଗୁଁ କାମରେ ପ୍ରଦର୍ଶନ ଖରାପ ହେବ।

ହେଲ୍ଥ ଟାରୋ ରୀଡିଂରେ ସେଭେନ ଅଫ କପ୍ସ କାର୍ଡ କହୁଛି ଯେ ଆପଣଙ୍କୁ ନିଜକୁ ଅଧିକ କ୍ଳାନ୍ତ କରିବା ଉଚିତ ନୁହେଁ। ନିଜର ମାନସିକ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ: ଗୋଲ୍ଡନ୍ ହୋମ୍ ଡେକୋର୍

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କନ୍ୟା ରାଶିଫଳ 2025

ଜୀବନର ଯେ କୌଣସି ସମସ୍ଯାର ସମାଧାନ ପାଇଁ ପ୍ରଶ୍ନ ପଚାରନ୍ତୁ

ତୁଳା ରାଶି

ପ୍ରେମ ଜୀବନ: ଏସ ଅଫ କପ୍ସ

ଆର୍ଥିକ ଜୀବନ: କିଙ୍ଗ ଅଫ ପେଣ୍ଟାକଲ୍ସ

କ୍ୟାରିଅର: ଜସ୍ଟିସ

ସ୍ବାସ୍ଥ୍ୟ: ଦ ହ୍ୟାଙ୍ଗଡ ମ୍ୟାନ

ତୁଳା ରାଶିର ଲୋକଙ୍କକୁ ଏସ ଅଫ କପ୍ସ କାର୍ଡ ମିଳିଛି ଯାହା କୌଣସି ନୂଆ ଜିନିଷର ଆରମ୍ଭ ଓ ଦୃଢ଼ ସମ୍ପର୍କକୁ ଦର୍ଶାଉଛି। ଏହି କାର୍ଡ ଅନୁସାରେ ଆପଣ ନିଜର ସମ୍ପର୍କରେ ଭାବନାତ୍ମକ ରଉପରେ ସନ୍ତୁଷ୍ଟ ଅନୁଭବ କରିବେ। ଏହା ନିଜର ଭାବନାକୁ ସ୍ଵୀକାର କରିବା, ନିଜର ବିଚାର ଉପରେ ଭରସା କରିବା ଓ ନିଜର ମନରେ ପ୍ରେମକୁ ଜାଗା ଦେବାର ସମୟ ଅଛି।

କିଙ୍ଗ ଅଫ ପେଣ୍ଟାକଲ୍ସ କାର୍ଡ ସାଂସାରିକ ସୁଖ, ଆର୍ଥିକ ସମ୍ପୂର୍ଣ୍ଣତା ଓ ଭୌତିକ ସୁଖ-ସୁବିଧାର ପ୍ରତିକ ଅଟେ। ଏହି କାର୍ଡ ଅନୁସାରେ ଆପଣ ନିଜର ମହତ୍ଵାକାଂକ୍ଷା ଓ ଆତ୍ମବିଶ୍ବାସ ବଳରେ ନିଜର ଓ ଅନ୍ୟ ପାୟନ ଧନ ରୋଜଗାର କରିବେ।

କ୍ୟାରିଅର କ୍ଷେତ୍ରରେ ଦ ଜସ୍ଟିସ କାର୍ଡ ଅପରାଇଟ ଆସିବା ଯୋଗୁଁ ଦାୟିତ୍ବ ଓ ନିଷ୍ପକ୍ଷ ହେବା ଉପରେ ଜୋର ଦେଉଛି। ଏହି କାର୍ଡ ଆପଣଙ୍କୁ ନୈତିକ ସିଦ୍ଧାନ୍ତରେ ଚାଲିବା ଓ କ୍ୟାରିଅରରେ ନ୍ୟାୟ ପାଳନ କରିବା ପାଇଁ ପ୍ରୋତ୍ସାହିତ କରୁଛି।

ଦ ହ୍ୟାଙ୍ଗଡ ମ୍ୟାନ କାର୍ଡ କହୁଛି ଯେ ଆପଣଙ୍କୁ ନିଜର ଶାରୀରିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିବା ଭଳି ଭାବନାତ୍ମକ ସମସ୍ଯା ଓ ଚାପକୁ କମ କରିବା ଉପରେ ଧ୍ୟାନ ଦେବା ଉଚିତ। ଏହି କାର୍ଡ ନିଜର ସୀମାକୁ ଦୃଢ଼ କରିବା ଓ ବ୍ୟକ୍ତିଗତ ବିକାଶର ଉପାୟ ଖୋଜିବାର ସଙ୍କେତ ଦେଉଛି।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ: ପିକ୍ସିଉ ଏବଂ କମ୍ପାସ୍

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ତୁଳା ରାଶିଫଳ 2025

ଆପଣଙ୍କ କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍

ବିଛା ରାଶି

ପ୍ରେମ ଜୀବନ: ଟେନ୍ ଅଫ ପେଣ୍ଟାକଲ୍ସ

ଆର୍ଥିକ ଜୀବନ: ଥ୍ରୀ ଅଫ ସ୍ୱାର୍ଡସ (ରିଭର୍ସ)

କ୍ୟାରିଅର: ଦ ଟାୱାର (ରିଭର୍ସ)

ସ୍ବାସ୍ଥ୍ୟ: ଦ ହର୍ମିଟ

ଟେନ୍ ଅଫ ପେଣ୍ଟାକଲ୍ସ କାର୍ଡ ଏକ ଶୁଭ ସଙ୍କେତ ଅଟେ। ଏହି କାର୍ଡ ଏକ ଏପରି ସୁରକ୍ଷିତ ଓ ଦୃଢ଼ ସମ୍ପର୍କ ଆଡ଼କୁ ସଙ୍କେତ ଦେଉଛି ଯାହା ପ୍ରେମ ଓ ପରସ୍ପର ପ୍ରତି ସମ୍ମାନ ଉପରେ ଆଧାରିତ। ଯଦି ଆପଣ ସିଂଗଲ ଅଛନ୍ତି, ତେବେ ଆପଣଙ୍କ ପାଇଁ ଏହି କାର୍ଡର କହିବା କଥା ଯେ ଆପଣ ଏବେ କାହା ସହିତ ସମ୍ପର୍କରେ ଆସିବା ପାଇଁ ପ୍ରସ୍ତୁତ ନାହାନ୍ତି।

ବୃତ୍ତିଗତ ସ୍ତରରେ ଆପଣଙ୍କୁ ଥ୍ରୀ ଅଫ ସ୍ୱାର୍ଡସ କାର୍ଡ ମିଳିଛି ଯାହା ଆଗକୁ ବଢ଼ିବା ଓ ଆବଶ୍ୟକ ହେଲେ ସାହାଜ୍ୟ ମାଗିବା ପାଇଁ କହୁଛି। ଏହି କାର୍ଡ ବୃତ୍ତିଗତ ସମସ୍ଯା ପାର କରିବା, ନକରାତ୍ମକ ଭାବନାକୁ ଛାଡ଼ିବା ଓ କ୍ୟାରିଅର ମାମଲାରେ ଆଶାବାଦୀ ହେବାକୁ କହୁଛି।

କ୍ୟାରିୟରରେ, ଦ ଟାୱାର ରିଭର୍ସଡ୍ କାର୍ଡ ସୂଚାଇ ଦିଏ ଯେ ଆପଣ ଆପଣଙ୍କ କ୍ୟାରିୟରରେ ଆବଶ୍ୟକୀୟ ପରିବର୍ତ୍ତନଗୁଡ଼ିକୁ ଗ୍ରହଣ କରିବାକୁ କିମ୍ବା ଆପଣଙ୍କ ପାଇଁ ଉପଯୁକ୍ତ ନଥିବା ଚାକିରି କିମ୍ବା କ୍ୟାରିୟରକୁ ଛାଡ଼ିବାକୁ ସଂକୋଚ କରୁଛନ୍ତି।

ଦ ହର୍ମିଟ କାର୍ଡ ଆପଣଙ୍କୁ ମାନସିକ କ୍ଳାନ୍ତ ଓ ନିଜର ସ୍ବାସ୍ଥ୍ୟକୁ ଭଲ କରିବା ପାଇଁ କିଛି ସମୟ ବାହାର କରିବାକୁ କହୁଛି। ଏହି କାର୍ଡ ନିଜର ଦେଖାଚାହାଁ କରିବା, ଆତ୍ମଚିନ୍ତନ କରିବା ଓ ସନ୍ତୁଳନ ପାଇବାକୁ ମଧ୍ୟ ପ୍ରଶ୍ରୟ ଦେବ। ଏହି କାର୍ଡ ଆପଣଙ୍କୁ ଶରୀରର ଆବଶ୍ୟକତା ଉପରେ ଧ୍ୟାନ ଦେବା ଓ ଶାରୀରିକ ଓ ଭାବନାତ୍ମକ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବା ପାଇଁ କହୁଛି।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ: ସିଲ୍‍ଭର୍ ଅର୍ନାମେଣ୍ଟ୍ସ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ବିଛା ରାଶିଫଳ 2025

ପ୍ରେମ ସମ୍ବନ୍ଧିତ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ପ୍ରେମ ସମ୍ବନ୍ଧିତ ପରାମର୍ଶ

ଧନୁ ରାଶି

ପ୍ରେମ ଜୀବନ: ଦ ମୁନ (ରିଭର୍ସ)

ଆର୍ଥିକ ଜୀବନ: ସିକ୍ସ ଅଫ ୱାଣ୍ଡସ୍

କ୍ୟାରିଅର: ଏଇଟ ଅଫ କପ୍ସ (ରିଭର୍ସ)

ସ୍ବାସ୍ଥ୍ୟ: ଏଇଟ ଅଫ ୱାଣ୍ଡସ୍

ରିଭର୍ସଡ ମୁନ କାର୍ଡ ଲୁଚି ରହିଥିବା ସତ୍ୟର ସାମ୍ନା କରିବା ଓ ନିଜର ଚିନ୍ତା ଓ ଅସୁରକ୍ଷାର ସାମ୍ନା କରିବାର ସମ୍ଭାବନାକୁ ଦର୍ଶାଉଛି। ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ ଏହି କାର୍ଡ ଆପଣଙ୍କୁ ସମ୍ପର୍କରେ ସଚ୍ଚୋଟ ରହିବା ଓ ଆଗକୁ ବଢ଼ିବା ପାଇଁ କହୁଛି ଯାହା ଫଳରେ ଆପଣ ପରସ୍ପର ସହିତ ଖୋଲାଖୋଲି ଭାବରେ କଥା ହୋଇପାରିବେ।

ଟାରୋ ରୀଡିଂରେ ସିକ୍ସ ଅଫ ୱାଣ୍ଡସ୍ ସୁଯୋଗ, ସଫଳତା ଓ କାମକୁ ପରିଚୟ ମିଳିବା ଆଡ଼କୁ ସଙ୍କେତ କରୁଛି। ଏହା ଦ୍ବାରା ଆପଣଙ୍କ ପାଇଁ ପଦୋନ୍ନତି କିମ୍ବା ବେତନ ବୃଦ୍ଧିର ଯୋଗ ଅଛି।

କ୍ୟାରିଅର କ୍ଷେତ୍ରରେ ଏଇଟ ଅଫ୍ କପ୍ସ ରିଭର୍ସ କାର୍ଡ ସୂଚାଇଥାଏ ଯେ ଆପଣ ଏପରି ଚାକିରି ଛାଡ଼ିବାକୁ ସଂକୋଚ କରୁଛନ୍ତି ଯାହା ଆପଣଙ୍କୁ ସନ୍ତୁଷ୍ଟ କରୁନାହିଁ। ପରିବର୍ତ୍ତନ ନ ହେବାର ଏହି ପ୍ରବୃତ୍ତି ଯୋଗୁଁ, ଆପଣ ଆପଣଙ୍କ କ୍ୟାରିୟରରେ କିଛି ସୁଯୋଗ ହରାଇ ପାରନ୍ତି ଏବଂ ଆପଣ ସେହି ସ୍ଥାନରେ ଫସି ରହିପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ ଏଇଟ ଅଫ ୱାଣ୍ଡସ୍ କାର୍ଡ ଶୀଘ୍ର ଠିକ ହେବା, ସକାରାତ୍ମକ ବିକାଶ ଓ ସୁସ୍ଥ ରହିବା ପାଇଁ କିଛି ପ୍ରୟାସ କରିବାର ଆବଶ୍ୟକତାକୁ ଦର୍ଶାଉଛି। ଏହି କାର୍ଡ କହିବାକୁ ଚାହୁଁଛି ଯେ ଆପଣଙ୍କୁ ସକ୍ରିୟ ଓ ସନ୍ତୁଳିତ ଜୀବନଶୈଳୀ ଆପଣାଇବା ଉଚିତ।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ: ଜେଡ୍ ଏମ୍‍ବ୍ୟାଲିଶ୍‌ମେଣ୍ଟସ୍

ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଦ୍ବାରା କରାନ୍ତୁ ଇଚ୍ଛାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ଧନୁ ରାଶିଫଳ 2025

ମକର ରାଶି

ପ୍ରେମ ଜୀବନ: ଦ ହାଇ ପ୍ରିଷ୍ଟେସ

ଆର୍ଥିକ ଜୀବନ: ଦ ଏମପେରର

କ୍ୟାରିଅର:ସିକ୍ସ ଅଫ ସ୍ୱାର୍ଡସ

ସ୍ବାସ୍ଥ୍ୟ: ଟୂ ଅଫ କପ୍ସ

ମକର ରାଶିର ଲୋକଙ୍କୁ ପ୍ରେମ ଜୀବନରେ ଦ ହାଇ ପ୍ରିଷ୍ଟେସ କାର୍ଡ ମିଳିଛି ଓ ଏହି କାର୍ଡ ଆପଣଙ୍କର ଭାବନାରେ ପରିବର୍ତ୍ତନ ଦର୍ଶାଉଛି। ଏହି ସମୟରେ ଯଦି ଆପଣ ସାମାନ୍ଯ ଡେଟ ରେ ଯାଆନ୍ତି ତେବେ ଆପଣ ତାହାକୁ ପ୍ରେମରେ ପରିପୂର୍ଣ ଦେଖାରେ ବଦଳୀ ପାରିବେ।

ବୃତ୍ତିଗତ ଜୀବନରେ ଆପଣଙ୍କୁ ଦ ଏମପେରର ଅପରାଇଟ କାର୍ଡ ମିଳିଛି ଯାହା ସ୍ଥିରତା, ସଞ୍ଚାର ଓ ବୁଝାମଣା ଦ୍ବାରା ଧନକୁ ସମ୍ଭାଳିବା ପାଇଁ କହୁଛି। ଧନ ଉପରେ ବହୁତ ଅଧିକ ନିୟନ୍ତ୍ରଣ ରଖିବାକୁ ଦର୍ଶାଉଛି।

କ୍ୟାରିଅର ରୀଡିଂରେ ସିକ୍ସ ଅଫ ସ୍ଵାର୍ଡସ କାର୍ଡ କାର୍ଯ୍ୟକ୍ଷେତ୍ରରେ ସନ୍ତୁଳନ ଓ ସନ୍ତୋଷକୁ ଦର୍ଶାଉଛି। ଏହି କାର୍ଡ ଏହା କହୁଛି ଯେ ଆପଣ ନିଜର ଲକ୍ଷକୁ ପ୍ରାପ୍ତ କରି ସରିଛନ୍ତି।

ଟୂ ଅଫ କପ୍ସ କାର୍ଡ ସ୍ବାସ୍ଥ୍ୟ ମାମଲାରେ ସନ୍ତୁଳନ ପ୍ରତିନିଧିତ୍ବ କରୁଛି। ଏହି କାର୍ଡ କହୁଛି ଯେ ଯଦି ଆପଣ ଦୀର୍ଘକଲିଂ ରୋଗ କିମ୍ବା ସ୍ବାସ୍ଥ୍ୟ ସମସ୍ଯା ଦେଇ ଗତି କରୁଛନ୍ତି ତେବେ ଆପଣ ସମ୍ପୂର୍ଣ ଭାବରେ ଠିକ ହୋଇଯିବେ।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ: ଅସ୍ପିଶିଅସ୍‌ କାର୍ଭିଂସ୍‌

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: ମକର ରାଶିଫଳ 2025

ଆର୍ଥିକ ସମସ୍ଯାର ସମାଧାନ ପାଇଁ ନିଅନ୍ତୁ ଧନ ସମ୍ବନ୍ଧିତ ପରାମର୍ଶ

କୁମ୍ଭ ରାଶି

ପ୍ରେମ ଜୀବନ: ଦ ଷ୍ଟାର

ଆର୍ଥିକ ଜୀବନ: ଫୋର ଅଫ ସ୍ୱାର୍ଡସ

କ୍ୟାରିଅର: ସିକ୍ସ ଅଫ ସ୍ୱାର୍ଡସ

ସ୍ବାସ୍ଥ୍ୟ:ଏସ ଅଫ ସ୍ୱାର୍ଡସ

କୁମ୍ଭ ରାଶିର ଲୋକଙ୍କର ପ୍ରେମ ଜୀବନ ବିଷୟରେ କହିଲେ ଦ ସ୍ତର କହୁଛି ଯେ ଆପଣଙ୍କର ପାର୍ଟନର ଆପଣଙ୍କୁ ବହୁତ ପ୍ରେମ କରନ୍ତି ଓ ସେ ଆପଣଙ୍କୁ ନିଜ ନଜରରୁ ଦୂରକୁ ଯିବାକୁ ଦିଅନ୍ତି ନାହିଁ। ସେ ଆପଣଙ୍କର ସମ୍ମାନ କରନ୍ତି ଓ ଏହି ସପ୍ତାହରେ ସେ ଆପଣଙ୍କୁ ନିଜର ଜୀବନରେ ଉଚ୍ଚ ସ୍ଥାନ ଦେବାକୁ ଚାହିଁବେ।

ଫୋର ଅଫ ୱାଣ୍ଡସ୍ ଆପଣଙ୍କର ଆର୍ଥିକ ଜୀବନକୁ ନେଇ ଭବିଷ୍ୟବାଣୀ କରୁଛି ଯେ କୁମ୍ଭ ରାଶିର ଲୋକ ଏହି ସପ୍ତାହରେ ନିଜର ପଇସା କୌଣସି ଫଙ୍କଶନ, ନିଜର ବିବାହ କିମ୍ବା କୌଣସି ପରିବାରଜନଙ୍କର ବିବାହରେ ଖର୍ଚ୍ଚ କରୁଥିବା ଦେଖାଯିବେ। ଏହା ସହିତ ଆପଣ ଆର୍ଥିକ ସ୍ଥିତିକୁ ସନ୍ତୁଳିତ ରଖିବାକୁ ସକ୍ଷମ ହେବେ।

କ୍ୟାରିଅର କ୍ଷେତ୍ରରେ ସିକ୍ସ ଅଫ ସ୍ଵାର୍ଡସ ଚାକିରିରେ ପରିବର୍ତ୍ତନ, ନୂଆ ଚାକିରି କିମ୍ବା କଷ୍ଟକର ପରିସ୍ଥିତିରୁ ବାହାରିବା ଆଡ଼କୁ ସଙ୍କେତ ଦେଉଛି। ଅନ୍ୟ ଦ୍ବାରା କରାଯାଇଥିବା ଷଡ଼ଜନ୍ତ୍ର ଯୋଗୁଁ ଆପଣଙ୍କୁ କ୍ୟାରିଅରରେ ଅନେକ ବଡ଼ ଅସଫଳତା ମିଳିଛି ଯାହା ଆପଣଙ୍କୁ ପଛେରେ ପକାଇ ଦେଇଛି।

ଏସ ଅଫ ସ୍ଵାର୍ଡସ କାର୍ଡ କହୁଛି ଯେ କୁମ୍ଭ ରାଶିର ଲୋକଙ୍କର ସ୍ବାସ୍ଥ୍ୟ ଏହି ସପ୍ତାହରେ ଭଲ ରହିବ। ଆପଣ ବ୍ୟାୟାମ ଆରମ୍ଭ କରିବା ପାଇଁ ଉତ୍ସୁକ ଦେଖାଯିବେ।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ: ଗ୍ରୀନ ପ୍ଲାଣ୍ଟସ

ବିସ୍ତୃତରେ ପଢ଼ିବା ପାଇଁ କ୍ଲିକ କରନ୍ତୁ: କୁମ୍ଭ ରାଶିଫଳ 2025

ବୃହତ କୁଣ୍ଡଳୀ : ଜାଣନ୍ତୁ ଗ୍ରହଙ୍କର ଆପଣଙ୍କର ଜୀବନ ଉପରେ ପ୍ରଭାବ ଓ ଉପାୟ

ମୀନ ରାଶି

ପ୍ରେମ ଜୀବନ: ଟୂ ଅଫ ୱାଣ୍ଡସ୍

ଆର୍ଥିକ ଜୀବନ: ଏସ ଅଫ ୱାଣ୍ଡସ୍

କ୍ୟାରିଅର: ଟୂ ଅଫ ପେଣ୍ଟାକଲ୍ସ

ସ୍ବାସ୍ଥ୍ୟ: ଜଜମେଣ୍ଟ

ଟୂ ଅଫ ୱାଣ୍ଡସ୍ କାର୍ଡ କହୁଛି ଯେ ଏହି ସପ୍ତାହରେ ମୀନ ରାଶିର ଲୋକ ନିଜର ଜୀବନରେ ଏକ ନୂଆ ଆରମ୍ଭ କରିପାରିବେ। ଆପଣ ନିଜର ସମ୍ପର୍କରେ ଗମ୍ଭୀର ହେବା ଓ ଆଗକୁ ବଢ଼ାଇବା ବିଷୟରେ ଭାବିବେ।

ବୃତ୍ତିଗତ ଜୀବନରେ ଏସ ଅଫ ୱାଣ୍ଡସ୍ କାର୍ଡ କହୁଛି ଯେ ଏହି ସପ୍ତାହ ଆପଣଙ୍କୁ ଧନ ରୋଜଗାର ପାଇଁ ଅନେକ ଅବସାର ପ୍ରାପ୍ତ ହେବ। ଆର୍ଥିକ ଭବାରେ ସ୍ଥିର ଓ ସୁରକ୍ଷିତ ସ୍ଥିତି ଅଛି।

ଟୂ ଅଫ ପେଣ୍ଟାକଲ୍ସ କାର୍ଡ ଦର୍ଶାଉଛି ଯେ ଆପଣ ନିଜର ଆର୍ଥିକ ସ୍ଥିତିକୁ ଦୃଢ଼ ଓ ଭଲ କରିବା ପାଇଁ ଚାକିରି ସହିତ ଅନେକ ଜିନିଷ ସମ୍ଭାଳୁଛନ୍ତି। ଟାରୋ ସାପ୍ତାହିକ ରାଶିଫଳ ଅନୁଯାୟୀ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇ ପାରେ।

ସ୍ବାସ୍ଥ୍ୟ ଦୃଷ୍ଟିରୁ ଦ ଜଜମେଣ୍ଟ କାର୍ଡ ଉପଚାର ଓ କଠିନ ସମୟ ପରେ ଉତ୍ତମ ସ୍ବାସ୍ଥ୍ୟ ଆଡ଼କୁ ବଢ଼ିବାର ସଙ୍କେତ ଦେଉଛି। ପୁରୁଣା ସ୍ବାସ୍ଥ୍ୟ ସମସ୍ଯାର ସମାଧାନ କରିବା ଓ ସନ୍ତୁଳିତ ଜୀବନ ବଞ୍ଚିବା ପାଇଁ ଚେଷ୍ଟା କରିବେ।

ରାଶି ଅନୁସାରେ ଫେଙ୍ଗଶୁଇ ଚାର୍ମ: ବୁଦ୍ଧଙ୍କର ମୂର୍ତ୍ତି

ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର

ଆମେ ଆଶା କରୁଛୁ ଯେ ଆପଣଙ୍କୁ ଆମର ଏହି ଲେଖା ନିଶ୍ଚିତ ପସନ୍ଦ ଆସିଥିବା। ଯଦି ଏପରି ହୋଇଥାଏ ତେବେ ଆପଣ ଏହାକୁ ନିଜର ଶୁଭଚିନ୍ତକମାନଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ। ଧନ୍ୟବାଦ!

ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ

1. କ’ଣ ଟାରୋ ଭବିଷ୍ୟବାଣୀ କରିବାର ଠିକ ଉପାୟ?

ଟାରୋ ଏକ ପ୍ରକାରର ଭବିଷ୍ୟବାଣୀ ଅପେକ୍ଷା ଅଧିକ ମାର୍ଗଦର୍ଶନର ଏକ ପ୍ରକାର

2. କ’ଣ ଟାରୋ ଭାରତରେ ପ୍ରସିଦ୍ଧ ଅଟେ?

ହଁ, ଏବେ ଟାରୋ ବହୁତ ଲୋକପ୍ରିୟ ହେଉଛି।

3. କ’ଣ ଟାରୋର ସମ୍ବନ୍ଧ ଇଉରୋପ ସହିତ ଅଛି?

ହଁ, ଟାରୋର ଉତ୍ପତି ଇଉରୋପରୁ ହୋଇଛି।

Talk to Astrologer Chat with Astrologer