ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ (08 ସେପ୍ଟେମ୍ବରରୁ 14 ସେପ୍ଟେମ୍ବର)
ସେପ୍ଟେମ୍ବର ମାସର ଏହି ସପ୍ତାହ ଅଲଗା-ଅଲଗା ମୂଳାଙ୍କର ଲୋକଙ୍କ ପାଇଁ ବହୁତ ଭଲ ସୁଯୋଗ ନେଇ ଆସିବ। ଯଦି ଆପଣ ନିଜର ମୂଳାଙ୍କ ଉପରେ ଆଧାରିତ ପ୍ରେମ ଜୀବନ, କ୍ୟାରୀଅର, ସ୍ବାସ୍ଥ୍ୟ କିମ୍ବା ଆର୍ଥିକ ସ୍ଥିତି ବିଷୟରେ ଜାଣିବାକୁ ଚାହାନ୍ତି, ତେବେ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଆର୍ଟିକଲ୍ କୁ ଶେଷ ଯାଏଁ ନିଶ୍ଚିତ ପଢ଼ନ୍ତୁ। ଏହି ଲେଖାରେ ଆମର ଅନୁଭବି ଜ୍ଯୋତିଷଚାର୍ୟ ଶ୍ରୀ ହରିହରଣ ମୂଳାଙ୍କ ଉପରେ ଆଧାରିତ ଏହିରାଶିଫଳ 08 ସେପ୍ଟେମ୍ବରରୁ 14 ସେପ୍ଟେମ୍ବର ପାଇଁ ସଠିକ ଭବିଷ୍ୟବାଣୀ ପ୍ରଦାନ କରିଛନ୍ତି।
ଆପଣଙ୍କ ରାଶି ପାଇଁ କିପରି ରହିବା ଆସନ୍ତା ବର୍ଷ? ବିଦ୍ବାନ ଜ୍ଯୋତିଷଙ୍କ ଠାରୁ ପାଆନ୍ତୁ ଏହାର ଉତ୍ତର
କିପରି ଜାଣିବେ ନିଜର ମୂଳ ସଂଖ୍ୟା (ମୂଳାଙ୍କ)?
ରାଶିଫଳ ଜାଣିବା ପାଇଁ ମୂଳାଙ୍କର ମହତ୍ଵ ରହିଛି | ମୂଳାଙ୍କ ସଂଖ୍ୟା ବ୍ୟକ୍ତିଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଭାବରେ ବିବେଚନା କରାଯାଏ | ଆପଣ ଜନ୍ମ ହୋଇଥିବା ମାସର ଯେକୌଣସି ତାରିଖକୁ ୟୁନିଟ୍ ଅଙ୍କରେ ପରିଣତ କରିବା ପରେ ପ୍ରାପ୍ତ ହୋଇଥିବା ସଂଖ୍ୟାକୁ ଆପଣଙ୍କର ମୂଳାଙ୍କ କୁହାଯାଏ | ମୂଳାଙ୍କ ସଂଖ୍ୟା 1 ରୁ 9 ମଧ୍ୟରେ ଯେକୌଣସି ସଂଖ୍ୟା ହୋଇପାରେ, ଉଦାହରଣ ସ୍ୱରୂପ, ଯଦି ଆପଣ କୌଣସି ମାସର 22 ରେ ଜନ୍ମ ହୋଇଛନ୍ତି, ତେବେ ଆପଣଙ୍କର ମୂଳାଙ୍କ ନମ୍ବର 1 + 0 ଅର୍ଥାତ୍ 1 ହେବ | ଏହି ଉପାୟରେ ଆପଣ ଜାଣିପାରିବେ ନିଜର ମୂଳାଙ୍କ ଉପରେ ଆଧାରିତ ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ।
ଏହି ପ୍ରକାର କୌଣସି ମାସର 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ଲୋକଙ୍କ ପାଇଁ 1 ରୁ 9 ପର୍ଯ୍ୟନ୍ତର ମୂଳାଙ୍କର ଗଣନା କରାଯାଏ।
ବିଶ୍ବର ବିଦ୍ବାନ ଅଙ୍କ ଜ୍ଯୋତିଷଙ୍କ ସହିତ ହୁଅନ୍ତୁ ଫୋନରେ କଥା ଓ ଜାଣନ୍ତୁ କ୍ୟାରୀଅର ସମ୍ବନ୍ଧିତ ସମସ୍ତ ସୂଚନା
ଜାଣନ୍ତୁ ନିଜର ମୂଳାଙ୍କ ଉପରେ ଆଧାରିତ ସାପ୍ତାହିକ ରାଶିଫଳ ( 08 ସେପ୍ଟେମ୍ବରରୁ 14 ସେପ୍ଟେମ୍ବର, 2024)
ଅଙ୍କଜ୍ଯୋତିଷ ଆମ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ କାରଣ ସମସ୍ତ ସଂଖ୍ୟା ଆମର ଜନ୍ମ ତାରିଖ ସହିତ ଜଡ଼ିତ | ନିମ୍ନରେ ଦିଆଯାଇଥିବା ଲେଖାରେ, ଆମେ କହିଛୁ ଯେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୂଳାଙ୍କ ସଂଖ୍ୟା ଅଛି ଯାହା ତାଙ୍କ ଜନ୍ମ ତାରିଖ ଅନୁଯାୟୀ ନିର୍ଣ୍ଣୟ କରାଯାଇଥାଏ ଏବଂ ଏହି ସମସ୍ତ ସଂଖ୍ୟା ବିଭିନ୍ନ ଗ୍ରହ ଦ୍ୱାରା ପରିଚାଳିତ ହୋଇଥାଏ |
ମୂଳାଙ୍କ 1 ଉପରେ ସୂର୍ଯ୍ୟ ଦେବଙ୍କର ଆଧିପତ୍ୟ ଅଛି। ଚନ୍ଦ୍ରମା ମୂଳାଙ୍କ 2 ର ସ୍ବାମୀ ଅଟନ୍ତି । ଅଙ୍କ 3 ଉପରେ ଦେବ ଗୁରୁ ବୃହସ୍ପତିଙ୍କର ସ୍ଵାମିତ୍ଵ ଅଛି ଓ ରାହୁ ଅଙ୍କ 4 ର ରାଜା ଅଟନ୍ତି । ଅଙ୍କ 5 ବୁଧ ଗ୍ରହ ଦ୍ବାରା ଶାସିତ । 6 ମୂଳାଙ୍କର ରାଜା ଶୁକ୍ର ଦେବ ଓ 7 ଅଙ୍କ କେତୁ ଗ୍ରହଙ୍କ ଦ୍ବାରା ଶାସିତ । ଶନି ଦେବଙ୍କୁ ଅଙ୍କ 8 ର ସ୍ବାମୀ ବିବେଚନା କରାଯାଏ। ଅଙ୍କ 9 ମଙ୍ଗଳ ଦେବଙ୍କର ଅଙ୍କ । ଏହି ଗ୍ରହମାନଙ୍କର ପରିବର୍ତ୍ତନ ଯୋଗୁଁ ମଣିଷ ଜୀବନରେ ପରିବର୍ତ୍ତନ ଆସେ।
ବୃହତ କୁଣ୍ଡଳୀ ରେ ଲୁଚି ରହିଛି,ଆପଣଙ୍କ ଜୀବନର ସମସ୍ତ ରହସ୍ୟ, ଜାଣନ୍ତୁ ଗ୍ରହମାନଙ୍କର ଚଳନ ବିଷୟରେ ସମସ୍ତ ସୂଚନା
ମୂଳାଙ୍କ 1
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 1, 10, 19 କିମ୍ବା 28 ତାରିଖରେ ହୋଇଛି)
ମୂଳାଙ୍କ 1 ର ଲୋକଙ୍କ ପାଇଁ ଏହି ସପ୍ତାହ ଭଲ ରହିବ ଯାହା ଆପଣଙ୍କ ପାଇଁ ସଫଳତା ଆଣିବ। ଏହି ସମୟରେ ଆପଣ କଷ୍ଟ କାମ ସମ୍ପୂର୍ଣ ଦୃଢ଼ତାର ସହିତ ଭଲରେ କରିବେ।
ପ୍ରେମ ଜୀବନ : ମୂଳାଙ୍କ 1ର ଲୋକଙ୍କ ସମ୍ପର୍କରେ ନିଜର ପାର୍ଟନର ପ୍ରତି ସଚ୍ଚୋଟ ରହିବେ ଓ ଏପରି ସ୍ଥିତିରେ ସାଥିର ନଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।
ଶିକ୍ଷା : ଶିକ୍ଷା ଦୃଷ୍ଟିରୁ ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ରହିବ କାରଣ ଆପଣ ଟପ ରେ ପହଁଚିବାରେ ସଫଳ ରହିବେ। ସାଙ୍ଗରେ ଆପଣ ନିଜର ଲକ୍ଷ ପାଇବା ପାଇଁ ବହୁତ ପରିଶ୍ରମ କରୁଥିବାର ଦେଖାଯିବେ।
ବୃତ୍ତିଗତ ଜୀବନ : ବୃତ୍ତିଗତ ଜୀବନ ବିଷୟରେ କହିଲେ, ଆପଣଙ୍କର କାର୍ଯ୍ୟକ୍ଷେତ୍ରର ପରିବେଶ ସକାରାତ୍ମକ ରହିବ। ଏହି ଲୋକଙ୍କୁ ଚାକିରିରେ ନୂଆ ଅବସର ପ୍ରାପ୍ତ ହେବ ଓ ଆପଣ ସନ୍ତୁଷ୍ଟ ଦେଖାଯିବେ।
ସ୍ବାସ୍ଥ୍ୟ : ମୂଳାଙ୍କ 1 ର ଲୋକ ଏହି ସପ୍ତାହରେ ଶାରୀରିକ ରୂପରେ ଫିଟ ରହିବେ ଯାହା ଆପଣଙ୍କ ଭିତରେ ଶକ୍ତି ଓ ଉତ୍ସାହର ପରିଣାମ ହେବ।
ଉପାୟ : ରବିବାର ଦିନ ସୂର୍ଯ୍ୟଙ୍କ ପାଇଁ ଯଜ୍ଞ କରନ୍ତୁ।
ମୂଳାଙ୍କ 2
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 2, 11, 20 କିମ୍ବା 29 ତାରିଖରେ ହୋଇଛି)
ମୂଳାଙ୍କ 2ର ଲୋକ ଏହି ସପ୍ତାହ କୌଣସି ବଡ଼ ନିଷ୍ପତି ନେବା ବେଳେ ଭ୍ରମିତ ଅନୁଭବ କରିବେ ଯାହାର କାରଣ ଅସ୍ଥିରତା ହେବାର ଆଶଙ୍କା ଅଛି ସେଥିପାଇଁ ସଫଳତା ପାଇବା ପାଇଁ ଆପଣଙ୍କୁ ଯୋଜନା କରି ଆଗକୁ ବଢ଼ିବାକୁ ହେବ।
ପ୍ରେମ ଜୀବନ : ଏହି ଲୋକ ପାର୍ଟନର ସାମ୍ନାରେ ନିଜର ଅସନ୍ତୋଷ ପ୍ରକାଶ କରିବେ ଓ ଏହା ଆପଣଙ୍କର ସମ୍ପର୍କରେ ସମସ୍ଯା ସୃଷ୍ଟି କରିପାରେ।
ଶିକ୍ଷା : ମୂଳାଙ୍କ 2ର ଛାତ୍ରଙ୍କୁ ପଢ଼ାରେ ଭଲ ଅଙ୍କ ପାଇବା ପାଇଁ ବହୁତ ପରିଶ୍ରମ କରିବାକୁ ହେବ। ସାଙ୍ଗରେ କାମ କିମ୍ବା ଅଧ୍ୟୟନ ହେଉ, ଦୁଇଟିରେ ମନ ଲଗାଇ କରିବାକୁ ହେବ।
ବୃତ୍ତିଗତ ଜୀବନ : ଏହି ଲୋକଙ୍କୁଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ସପ୍ତାହରେ କାମରେ ସମସ୍ଯା ସାମ୍ନା କରିବାକୁ ପଡ଼ିପାରେ ଓ ଏହାର ପରିଣାମସ୍ବରୂପ ଆପଣ କାମକୁ ସମୟରେ ସମ୍ପୂର୍ଣ କରିବାରେ ଅସମର୍ଥ ରହିବେ। ସାଙ୍ଗରେ ବରିଷ୍ଠଙ୍କ ସହିତ ଆପଣଙ୍କୁ କିଛି ଉତ୍ଥାନ-ପତନ ସାମ୍ନା କରିବା ପାଇଁ ପଡ଼ିପାରେ।
ସ୍ବାସ୍ଥ୍ୟ : ମୂଳାଙ୍କ 2ର ଲୋକମନେ ଏହି ସପ୍ତାହରେ ଥଣ୍ଡା-କାଶର ଶିକାର ହୋଇପାରନ୍ତି ଯାହାର କାରଣ କୌଣସି ଇନଫେକ୍ଶନ ହୋଇପାରେ। ଆପଣଙ୍କର ଦୁର୍ବଳ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଆପଣଙ୍କ ପାଇଁ ଜରୁରୀ ହେବ।
ଉପାୟ : ପ୍ରତିଦିନ ଓଁ ଚନ୍ଦ୍ରାୟ ନମଃ 20 ଥର ଜପ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମୂଳାଙ୍କ 3
(ଯଦି ଆପଣଙ୍କ ଜନ୍ମ କୌଣସି ମାସର 3, 12, 21 କିମ୍ବା 30 ତାରିଖରେ ହୋଇଛି )
ମୂଳାଙ୍କ 3 ର ଲୋକଙ୍କର ବିଚାର ଭଲ ରହିବ ଯାହାର ଝଲକ ତାଙ୍କର ନିଷ୍ପତିରେ ମଧ୍ୟ ଦେଖାଯିବ। ଏହି ଅବଧିରେ ଏହି ଲୋକଙ୍କର ରୁଚି ଅଧ୍ୟାତ୍ମ ପ୍ରତି ହେବ ଯାହା ଆପଣଙ୍କୁ ସଫଳତାର ମାର୍ଗରେ ନେଇଯିବ।
ପ୍ରେମ ଜୀବନ : ପ୍ରେମ ଜୀବନରେ ଆପଣ ପାର୍ଟନର ପ୍ରତି ନିଜର ପ୍ରେମ ପ୍ରକାଶ କରିବେ ଓ ଏହି କାରଣରୁ ଆପଣଙ୍କର ସମ୍ପର୍କ ଦୃଢ଼ ହେବ।
ଶିକ୍ଷା : ମୂଳାଙ୍କ 3 ର ଛାତ୍ର ମନ ଲଗାଇ ପଢ଼ିବେ ଓ ଶିକ୍ଷା ସମ୍ବନ୍ଧରେ ଉଚ୍ଚ ମୂଲ୍ୟ ସ୍ଥାପିତ କରିବାରେ ସକ୍ଷମ ହେବେ। ଯେଉଁ ଛାତ୍ର ବିଜନେସ ଷ୍ଟାଟିଷ୍ଟିକ୍ସ, ଲଜିସ୍ଟିକ୍ସ ଓ ଇକୋନୋମିକ୍ସ ଇତ୍ୟାଦି ବିଷୟ ପଢ଼ୁଛନ୍ତି ସେମାନେ ଭଲ ଅଙ୍କ ପ୍ରାପ୍ତ କରିବାରେ ସକ୍ଷମ ହେବେ।
ବୃତ୍ତିଗତ ଜୀବନ : କ୍ୟାରୀଅର କ୍ଷେତ୍ରରେ ଆପଣଙ୍କୁ ନିଜର ପସନ୍ଦ ଅନୁସାରେ ଚକିରରେ ନୂଆ ସୁଯୋଗ ମିଳିବ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ସେମାନେ ଭଲ ଲାଭ ପାଇବେ।
ସ୍ବାସ୍ଥ୍ୟ : ଏହି ମୂଳାଙ୍କର ଲୋକ ଉତ୍ସାହରେ ଭରପୁର ରହିବେ ଯାହାର ସକାରାତ୍ମକ ପ୍ରଭାବ ସ୍ବାସ୍ଥ୍ୟ ଉପରେ ଦେଖାଯିବ।
ଉପାୟ : ପ୍ରତିଦିନ ଓଁ ବୃହସ୍ପତୟେ ନାମ 21 ଥର ଜପ କରନ୍ତୁ।
ମୂଳାଙ୍କ 4
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 4, 13, 22 କିମ୍ବା 31 ତାରିଖରେ ହୋଇଛି
ମୂଳାଙ୍କ 4ର ଲୋକ ଏହି ସମୟରେ ଆପଣ ସୁଖ-ସୁବିଧା ଆଡ଼କୁ ଆକର୍ଷିତ ହେବେ।
ପ୍ରେମ ଜୀବନ : ଏହି ଲୋକଙ୍କ ଭିତରେ ଧର୍ଯ୍ୟର ଅଭାବ ଦେଖାଯିବ ଓ ଏପରି ସ୍ଥିତିରେ ଆପଣଙ୍କୁ ସମ୍ପର୍କରେ ଉତ୍ଥାନ-ପତନ ସାମ୍ନା କରିବାକୁ ପଡ଼ିପାରେ।
ଶିକ୍ଷା : ଶିକ୍ଷା କ୍ଷେତ୍ରରେଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଏହି ଲୋକଙ୍କର ମନ ଅଧ୍ୟୟନରେ ଲାଗିବ ନାହିଁ ଓ ଏହି କାରଣରୁ ଆପଣ ଶିକ୍ଷାରେ ଆଗକୁ ବଢ଼ିବାରେ ଅସଫଳ ରହିବେ ଯାହାର କାରଣ ଏକାଗ୍ରତାର ଅଭାବ ହେବ।
ବୃତ୍ତିଗତ ଜୀବନ : ମୂଳାଙ୍କ 4ର ଚାକିରି କରୁଥିବା ବ୍ୟକ୍ତିଙ୍କ ଉପରେ ଏହି ସପ୍ତାହରେ କାମର ବୋଝ ଅଧିକ ରହିବ। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ପ୍ରତିଦ୍ଵନ୍ଦୀଙ୍କ ସହିତ କଠିନ ଟକ୍କର ଓ ଲାଭ ନ ହେବାର ଆଶଙ୍କା ଅଛି।
ସ୍ବାସ୍ଥ୍ୟ : ସ୍ବାସ୍ଥ୍ୟକୁ ଦେଖିବା ଯଦି, ଏହି ଲୋକଙ୍କୁ ଏହି ସପ୍ତାହରେ ହଜମ ସହିତ ଜଡ଼ିତ ସମସ୍ଯା ହୋଇପାରେ ସେଥିପାଇଁ ଆପଣଙ୍କୁ ଭୋଜନ ସମୟରେ କରିବା ଉଚିତ।
ଉପାୟ : ପ୍ରତିଦିନ ଓଁ ଦୂର୍ଗାୟ ନମଃ 22 ଥର ଜପ କରନ୍ତୁ।
ଏବେ ଘରେ ବସି ବିଶେଷଜ୍ଞ ପୁରୋହିତଙ୍କ ଠାରୁ କରାନ୍ତୁ ଇଚ୍ଚାନୁସାରେ ଅନଲାଇନ ପୂଜା ଓ ପାଆନ୍ତୁ ଉତ୍ତମ ପରିଣାମ!
ମୂଳାଙ୍କ 5
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 5, 14 କିମ୍ବା 23 ତାରିଖରେ ହୋଇଛି)
ମୂଳାଙ୍କ 55 ଲୋକ ବୁଦ୍ଧିମାନ ହୋଇଥାନ୍ତି ଓ ଏମାନେ ଯାହା ମଧ୍ୟ କାମ କରନ୍ତି ସେଥିରେ କାରଣ ଖୋଜନ୍ତି।
ପ୍ରେମ ଜୀବନ : ପ୍ରେମ ଜୀବନ ବିଷୟରେ କହିଲେ, ଏହି ମୂଳାଙ୍କର ଲୋକ ସାଥୀ ସହିତ ନିଜର ସମ୍ପର୍କ ଭଲ ରଖିବାରେ ସକ୍ଷମ ହେବେ ଓ ଏହା ଏଠିପାଇଁ ହେବ କାରଣ ଆପଣଙ୍କ ମନରେ ପାର୍ଟନର ପ୍ରତି ନିବିଡ଼ ପ୍ରେମ ରହିବ।
ଶିକ୍ଷା : ଯଦି ଆପଣ ରିସର୍ଚ କିମ୍ବା ଡକ୍ଟରେଟ ପଢ଼ୁଛନ୍ତି ତେବେ ଏହି ସପ୍ତାହରେ ଏହି ସବଜେକ୍ଟରେ ଉତ୍କୃଷ୍ଟତା ହାସଲ କରିବା ସହିତ ଭଲ ପ୍ରଦର୍ଶନ କରିପାରିବେ।
ବୃତ୍ତିଗତ ଜୀବନ : ମୂଳାଙ୍କ 5ର ଚାକିରି କରିଥିବା ବ୍ୟକ୍ତି ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନିଜର କ୍ଷମତା ଓ ଯୋଗ୍ୟତାର ପ୍ରଦର୍ଶନ କରିବେ। ଯଦି ଆପଣଙ୍କର ସମ୍ବନ୍ଧ ବ୍ୟବସାୟ ସହିତ ଅଛି ତେବେ ଆପଣଙ୍କୁ ମଲ୍ଟିଲେଭେଲ ନେଟୱାର୍କ୍ର ବ୍ୟବସାୟ କରିବାର ଅନେକ ଅବସର ମିଳିବ।
ସ୍ବାସ୍ଥ୍ୟ : ମୂଳାଙ୍କ 5 ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ ଏହି ସପ୍ତାହରେ ଭଲ ରହିବ ଯାହା ଫଳରେ ଏହି ବ୍ୟକ୍ତିଙ୍କ ଭିତରେ ସକାରାତ୍ମକତା ଓ ଆତ୍ମବିଶ୍ବାସ ରହିବ।
ଉପାୟ : ପ୍ରତିଦିନ ଓଁ ନମୋ ନାରାୟଣ 41 ଥର ଜପ କରନ୍ତୁ।
ଆପଣଙ୍କର କୁଣ୍ଡଳୀରେ ମଧ୍ୟ ଅଛି ରାଜଯୋଗ? ଜାଣନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ମୂଳାଙ୍କ 6
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 6, 15 କିମ୍ବା 24 ତାରିଖରେ ହୋଇଛି )
ମୂଳାଙ୍କ 6ର ଲୋକଙ୍କ ମଧ୍ୟରେ ରଚନାତ୍ମକତା ଭରପୂର ଥାଏ ଯାହା ତାଙ୍କୁ ଟପ କୁ ନେଇଯିବାକୁ ସାହାଜ୍ୟ କରିଥାଏ।
ପ୍ରେମ ଜୀବନ : ପ୍ରେମ ଜୀବନକୁ ଦେଖିବା ଯଦି, ମୂଳାଙ୍କ 6 ର ଲୋକ ଜୀବନସାଥୀ ସହିତ ନିଜର ବିଚାର ଶେୟାର କରିବାରେ ସକ୍ଷମ ହେବେ। ସାଙ୍ଗରେ ଆପଣ ପାର୍ଟନର ସହିତ କେଉଁଠିକି ବୁଲିବାକୁ ଟ୍ରିପରେ ଯାଇପାରିବେ।
ଶିକ୍ଷା : ଏହି ମୂଳାଙ୍କର ଛାତ୍ରଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀଉଚ୍ଚ ଶିକ୍ଷା ହାସଲ କରିବା ସହିତ ପ୍ରତିଯୋଗିତା ପରୀକ୍ଷାରେ ଭାଗ ନେବାରେ ସକ୍ଷମ ହେବେ। ଏପରି ସ୍ଥିତିରେ, ଆପଣ ଦୁନିଆ ସାମ୍ନାରେ ନିଜର କ୍ଷମତା ପ୍ରଦର୍ଶନ କରିପାରିବେ।
ବୃତ୍ତିଗତ ଜୀବନ : ମୂଳାଙ୍କ 6ର ଲୋକଙ୍କ ପାଇଁ ଏହି ସପ୍ତାହ ଚାକିରି ପାଇଁ ନୂଆ ସୁଯୋଗ ଆଣିବ ଯାହା ଫଳରେ ଆପଣ ଚିନ୍ତିତ ନଜର ଆସିବେ। ଯେଉଁ ଲୋକଙ୍କର ନିଜର ବ୍ୟବସାୟ ଅଛି, ସେମାନେ ନିଜର ବ୍ୟବସାୟକୁ ଭଲରେ ସମ୍ଭାଳି ଲାଭ କରିବାରେ ସଫଳ ହେବେ।
ସ୍ବାସ୍ଥ୍ୟ : ଏହି ମୂଳାଙ୍କର ଲୋକ ଶକ୍ତିଶାଳୀ ରହିବେ ଯାହାର କାରଣ ଆପଣଙ୍କର ଆତ୍ମବିଶ୍ଵାସ ହେବ। ଏହି ଲୋକ ନିଜ କଥାରେ ଅଟଳ ରହିବେ ଓ ତାହାକୁ ପୂରଣ କରିବେ।
ଉପାୟ : ପ୍ରତିଦିନ ଓଁ ଭାର୍ଗବାୟ ନମଃ 33 ଥର ଜପ କରନ୍ତୁ।
ମୂଳାଙ୍କ 7
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 7, 16 କିମ୍ବା 25 ତାରିଖରେ ହୋଇଛି )
ମୂଳାଙ୍କ 7ର ଲୋକଙ୍କର ଆଗ୍ରହ ଅଧ୍ୟାତ୍ମ ପ୍ରତି ରହିବ ଓ ଆପଣଙ୍କର ମନରେ ମଧ୍ୟ ଏପରି ବିଚାର ଆସିବ। ଏହାର ଫଳସ୍ବରୂପ, ସାଂସାରିକ ସୁଖ ପାଇଁ ଆପଣଙ୍କର ମୋହ ଭାଙ୍ଗି ପାରେ ଓ ପୂଜା ପାଠରେ ମନ ଲାଗିପାରେ। का
ପ୍ରେମ ଜୀବନ : ପ୍ରେମ ଜୀବନରେ ଏହି ଲୋକଙ୍କୁ ପାର୍ଟନର ସହିତ ସମ୍ପର୍କରେ ପାରସ୍ପରିକ ସାମଞ୍ଜସ୍ୟ ଓ ତାଳମେଳ ରଖିବାକୁହେବ କାରଣ ଏହି ସମୟରେ ଆପଣ ସାଥୀ ସହିତ ଅଯଥା ଝଗଡ଼ା କରିପାରନ୍ତି।
ଶିକ୍ଷା : ଶିକ୍ଷା ସମ୍ବନ୍ଧରେ ଏହି ସପ୍ତାହକୁ ଆପଣଙ୍କ ପାଇଁ ଅଧିକ ଅଧିକ ଅନୁକୂଳ କୁହାଯିବ ନାହିଁ କାରଣ ଆପଣଙ୍କର ସ୍ମରଣଶକ୍ତି ଟିକେ ଦୁର୍ବଳ ହୋଇପାରେ।
ବୃତ୍ତିଗତ ଜୀବନ : ମୂଳାଙ୍କ 7ର ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କ ସହିତ କଥା ହେଉଥିବା ସମରହିବାକୁ ହେବ କାରଣ ଆପଣଙ୍କର ତାଙ୍କ ସହିତ ଝଗଡ଼ା ହେବାର ଆଶଙ୍କା ଅଛି। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି ତେବେ ଆପଣଙ୍କୁ ଲାଭଦାୟକ ଡୀଲ କରିବା ସମୟରେ ବହୁତ ସତର୍କ ରହିବାକୁ ହେବ।
ସ୍ବାସ୍ଥ୍ୟ : ଏହି ଲୋକଙ୍କୁ ଗାଡ଼ି ଚଳାଇବା ସମୟରେ ସାବଧାନ ରହିବା ଆବଶ୍ୟକ କାରଣ ଖଣ୍ଡିଆ ହେବାର ଆଶଙ୍କା ଅଛି ସେଥିପାଇଁ ନିଜର ସ୍ବାସ୍ଥ୍ୟର ଧ୍ୟାନ ରଖନ୍ତୁ।
ଉପାୟ : ପ୍ରତିଦିନ ଓଁ କେତବେ ନମଃ 41 ଥର ଜପ କରନ୍ତୁ।
ମୂଳାଙ୍କ 8
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 8, 17 କିମ୍ବା 26 ତାରିଖରେ ହୋଇଛି))
ମୂଳାଙ୍କ 8ର ଲୋକ କ୍ୟାରିଆରକୁ ନେଇ ବହୁତ ସଜାଗ ରୁହନ୍ତି। ଏମାନେ କାମକୁ ନେଇ ବାରମ୍ବାର ପ୍ରୟାସ କରୁଥାନ୍ତି ଓ ନିଜର କାମରେ ଉତ୍ସୁକତା ହାସଲ କରନ୍ତି।
ପ୍ରେମ ଜୀବନ : ଏହି ସପ୍ତାହ ଆପଣ ପାର୍ଟନରକୁ ବୁଝାଉଥିବା ଦେଖାଯିବେ ଓ ଏଥି ପାଇଁ, ଆପଣଙ୍କୁ ଅନେକ ଚେଷ୍ଟା କରିବାକୁ ପଡ଼ିବ।
ଶିକ୍ଷା : ମୂଳାଙ୍କ 8 ର ଲୋକଙ୍କ ମନ ଲଗାଇ ପଢ଼ିବେ। ସବଜେକ୍ଟକୁ ଭଲରେ ପଢ଼ିବା ପରେ ମଧ୍ୟ ଆପଣଙ୍କୁ ତାକୁ ମନେ ରଖିବାରେ ସମସ୍ଯା ହୋଇପାରେ। ଏପରି ସ୍ଥିତିରେ, ଏହି ଲୋକ ନିଜର ଲକ୍ଷକୁ ପାଇବା ପାଇଁ ବାଧା ଅନୁଭବ କରିପାରନ୍ତି।
ବୃତ୍ତିଗତ ଜୀବନ : ଯେଉଁ ଲୋକ ଚାକିରି କରନ୍ତି, ସେମାନେ ଏହି ସପ୍ତାହରେ ଚାକିରି ବଦଳାଇବା ପାଇଁ ଦୃଢ଼ ମନସ୍ଥ ହୋଇପାରନ୍ତି କାରଣ ଚାକିରିରେ ସନ୍ତୁଷ୍ଟିରେ ଅଭାବ ହୋଇପାରେ। ଯଦି ଆପଣଙ୍କର ସମ୍ବନ୍ଧ ବ୍ୟବସାୟ ସହିତ ଅଛି ତେବେ ଆପଣଙ୍କୁ କ୍ଷତୈ ସହିବାକୁ ହେବ।
ସ୍ବାସ୍ଥ୍ୟ : ଅଙ୍କ ଜ୍ଯୋତିଷ ସାପ୍ତାହିକ ରାଶିଫଳ ଅନୁଯାୟୀମୂଳାଙ୍କ 8 ଲୋକଙ୍କୁ ଗୋଡ଼ ଓ ଗଣ୍ଠିରେ ଦରଜ ହୋଇପାରେ ଓ ଏହା ଆପଣଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ। ଏପରି ସ୍ଥିତିରେ, ଧ୍ୟାନ ଓ ଯୋଗ କରିବା ଆପଣଙ୍କ ପାଇଁ ଫଳଦାୟୀ ହେବ।
ଉପାୟ : ପ୍ରତିଦିନ ଓଁ ଶିବାୟ ନମଃ 44 ଥର ଜପ କରନ୍ତୁ।
ପାଆନ୍ତୁ ନିଜର କୁଣ୍ଡଳୀ ଉପରେ ଆଧାରିତ ସଠିକ ଶନି ରିପୋର୍ଟ୍
ମୂଳାଙ୍କ 9
(ଯଦି ଆପଣଙ୍କର ଜନ୍ମ କୌଣସି ମାସର 9, 18 କିମ୍ବା 27 ତାରିଖରେ ହୋଇଛି)
ମୂଳାଙ୍କ 9ର ଲୋକଙ୍କ ଉପରେ ସାମାନ୍ଯ ରୂପରେ ଅନେକ ଦାୟିତ୍ବ ଥାଏ ଓ ତାଙ୍କର ସ୍ଵଭାବ ସାହସିକ ହୋଇଥାଏ। ଏହି ଲୋକ ନିର୍ଭୟ ହୋଇଥାନ୍ତେ ଓ କଷ୍ଟ କାମକୁ ସହଜରେ ସମ୍ପୂର୍ଣ କରିପାରିବେ। ଏହି ଲୋକମାନେ ସରକାର ଓ ସୁନା ସହିତ ଜଡ଼ିତ ଥାଆନ୍ତି ଓ ସଫଳ ହୋଇଥାନ୍ତି।
ପ୍ରେମ ଜୀବନ : ଏହି ସପ୍ତାହ ଆପଣଙ୍କୁ ପାର୍ଟନର କିମ୍ବା ପ୍ରିୟଜନଙ୍କ ସହିତ ସମ୍ପର୍କରେ ପ୍ରେମର ଅଭାବ ଅନୁଭବ ହୋଇପାରେ।
ଶିକ୍ଷା : ଶିକ୍ଷା କ୍ଷେତ୍ରରେ ଆପଣ ନିଜର ଆଶା ପୁରାଣ କରିପାରିବେ ଜଗ ଆପଣଙ୍କର ଏକାଗ୍ରତା ଓ ସମର୍ପଣ ପାଇଁ ସମ୍ଭବ ହେବ। ଯଦି ଆପଣ ବ୍ୟବସାୟ କରନ୍ତି ତେବେ ଆପଣ ଭଲ ଲାଭ କରିବାରେ ସଫଳ ହେବେ।
ବୃତ୍ତିଗତ ଜୀବନ : ମୂଳାଙ୍କ 9ର ଲୋକ ସରକାରୀ ଚାକିରି ଖୋଜୁଛନ୍ତି, ତାଙ୍କୁ କୌଣସି ଭଲ ସୁଯୋଗ ମିଳିବ। ସାଙ୍ଗରେ, ଆପଣ ଭଲ ସଫଳତା ହାସଲ କରିବେ। ଯଦି ଆପଣଙ୍କର ନିଜର ବ୍ୟବସାୟ ଅଛି, ତେବେ ଆପଣଙ୍କୁ ଭଲ ଲାଭ ମିଳିବାର ଯୋଗ ତିଆରି ହେଉଛି।
ସ୍ବାସ୍ଥ୍ୟ : ଏହି ଲୋକଙ୍କ ଭିତରେ ଉତ୍ସାହ ତାଙ୍କୁ ସୁସ୍ଥ ରଖିବ ଓ ଆପଣ ଭଲ ସ୍ବାସ୍ଥ୍ୟର ଆନନ୍ଦ ନେଉଥିବାର ଦେଖାଯିବେ।
ଉପାୟ : ପ୍ରତିଦିନ ଓଁ ମଙ୍ଗଳାୟ ନମଃ 27 ଥର ଜପ କରନ୍ତୁ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ବ୍ଲଗ ନିଶ୍ଚିତ ପସନ୍ଦ ଆସିଥିବ। ଯଦି ଏପରି ହୋଇଥାଏ ତେବେ ଆପଣ ନିଜର ଅନ୍ୟ ଶୁଭଚିନ୍ତକଙ୍କ ସହିତ ନିଶ୍ଚିତ ଶେୟାର କରନ୍ତୁ । ଧନ୍ୟବାଦ !
ପ୍ରାୟତଃ ପଚରା ଯାଉଥିବା ପ୍ରଶ୍ନ
1. ମୂଳାଙ୍କ ଓ ଭାଗ୍ୟାଙ୍କ ମଧ୍ୟରେ ଅନ୍ତର କ’ଣ?
ମୂଳାଙ୍କ ବ୍ୟକ୍ତିର ଜନ୍ମ ତିଥି କୁ ଯୋଡ଼ି ପ୍ରାପ୍ତ ହୁଏ ଓ ଭାଗ୍ୟାଙ୍କ ଆପଣଙ୍କର ସମ୍ପୂର୍ଣ ଜନ୍ମ ତିଥିକୁ ଯୋଡ଼ି ପ୍ରାପ୍ତ ହୁଏ।
2. 30 ତାରିଖରେ ଜନ୍ମ ହୋଇଥିବା ଲୋକଙ୍କର ମୂଳାଙ୍କ କ’ଣ?
ଯେଉଁ ଲୋକଙ୍କର ଜନ୍ମ କୌଣସି ମାସର 30 ତାରିଖକୁ ହୋଇଥାଏ, ତାଙ୍କର ମୂଳାଙ୍କ 03 ହେବ।
3. 8 ସେପ୍ଟେମ୍ବର ରୁ 14 ସେପ୍ଟେମ୍ବରର ସପ୍ତାହ ମୂଳାଙ୍କ 2 ଲୋକଙ୍କ କ୍ୟାରୀଅର ପାଇଁ କିପରି ହେବ?
ସେପ୍ଟେମ୍ବରର ଏହି ସପ୍ତାହ ମୂଳାଙ୍କ 2 ଲୋକଙ୍କ ପାଇଁ ସମସ୍ଯାରେ ଭରି ରହିବ।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






