ବୁଧଙ୍କର କର୍କଟ ରାଶିରେ ଉଦୟ
ଗ୍ରହଙ୍କର ରାଜକୁମାର ଅର୍ଥାତ ବୁଧ ଗ୍ରହ 24 ଜୁଲାଇ 2025 ରେ କର୍କଟ ରାଶିର ଅସ୍ତ ହୋଇଥିଲେ ଓ ଏବେ 9 ଅଗସ୍ଟ 2025 ରେ ବୁଧଙ୍କର କର୍କଟ ରାଶିରେ ଉଦୟ ହେବାକୁ ଯାଉଛି। ଯଦିଓ ସୂର୍ଯ୍ୟଙ୍କର ନିକଟତମ ଗ୍ରହ ହେବା ଯୋଗୁଁ ବୁଧ ଗ୍ରହଙ୍କର ଅସତ ହେବା ଦୋଷ କୁହାଯାଏ ନାହିଁ କରଣ ବୁଧ ଗ୍ରହ ପ୍ରାୟତଃ ଅସ୍ତ ଓ ଉଦୟ ହେଉଥାନ୍ତି କିନ୍ତୁ ତଥାପି ଅଳ୍ପ ହେଲେ ମଧ୍ୟ ତାଙ୍କର ପ୍ରଭାବ ଜନ ସମାଜ ଉପରେ ପଡ଼ିଥାଏ। କାରଣ ବୁଧ ଗ୍ରହଙ୍କୁ ବ୍ୟବସାୟର ପ୍ରମୁଖ କାରକ କୁହାଯାଇଛି ବୁଧ ଗ୍ରହ ବୁଦ୍ଧି ଓ ଏକାଗ୍ରତା ସହିତ ବାଣୀ ଉପରେ ବହୁତ ପ୍ରଭାବ ପକାନ୍ତି, ବୁଧ ଗ୍ରହଙ୍କୁ କୁଶଳ ଲେଖ, ଶିକ୍ଷକ, ମିଶାଣିଆ କରିବା ବାଲା ଗ୍ରହ ବୋଲି କୁହାଯାଏ।
ଏହି ସମସ୍ତ ଗୁଣ ଉପରେ ପ୍ରଭାବ ପକାଉଥିବା ବୁଧ ଗ୍ରହ 24 ଜୁଲାଇ 2025 ରେ ଅସତ ହୋଇଥିଲେ ଓ ତାଙ୍କର ମୂଳ ଗୁଣ କିଛି ମାତ୍ରାରେ କମି ଯାଇଥିଲା। ଏବେ ବୁଧ ଗ୍ରହ ଉଦୟ ହେବେ ଓ ଏହି ଅଭାବକୁ ଦୂର କରିବେ। ଏପରି ସ୍ଥିତିରେ ବୁଧ ଗ୍ରହ ଯାହା ପାଇଁ ହୀତକାରୀ ତାଙ୍କୁ ଲାଭ ହେବ କିନ୍ତୁ ଯଦି ବୁଧ ଗ୍ରହ କୌଣସି ବୋରୋଧୀ ଗ୍ରହ କିମ୍ବା କାହାକୁ ଖରାପ ପରିଣାମ ଦେଉଥାନ୍ତି ତେବେ ବୁଧ ଉଦୟ ହେବା ତାଙ୍କ ପାଇଁ ସମସ୍ଯାର କାରଣ ହୋଇପାରେ।
ଏହା ମଧ୍ୟ ପଢ଼ନ୍ତୁ: ରାଶିଫଳ 2025
କର୍କଟ ରାଶିରେ ବୁଧଙ୍କର ଉଦୟ ହେବା ସମୟରେ ଭବିଷ୍ୟ ସହିତ ଜଡ଼ିତ ସମସ୍ଯାର ସମାଧାନ ମିଳିବ ବିଦ୍ବାନ ଜ୍ଯୋତିଷଙ୍କ ସହିତ କଥା ହୋଇ
ଆସନ୍ତୁ ଜାଣିବା ଯେ ବୁଧଙ୍କର କର୍କଟ ରାଶିରେ ଉଦୟ ହେବା ଦ୍ବାରା କେଉଁ ରାଶିର ବ୍ୟକ୍ତିଙ୍କୁ କିପରି ପରିଣାମ ମିଳିବ। ସ୍ପଷ୍ଟ କରିଦେଉଛୁ ଯେ ଏହି ଗୋଚର ଫଳକୁ ଲଗ୍ନ ରାଶି ଅନୁସାରେ ଦେଖିବା ଅଧିକ ସଠିକ ରହିବ। ଯଦି ଆପଣଙ୍କୁ ନିଜର ଲଗ୍ନ ରାଶି ଜଣା ନାହିଁ ତେବେ ଆମର ୱେବସାଇଟ astrosage.com ରେ ଯାଇ ନିଜର କୁଣ୍ଡଳୀ ତିଆରି କରଇ ନିଜର ଲଗ୍ନ ରାଶି ଜାଣି ପାରିବେ କିମ୍ବା ଆମର ମୋବାଇଲ ଆପ୍ଲିକେଶନ Astrosage AI ଡାଉନଲୋଡ କରଇ ସେଠାରେ ମାଗଣା ନିଜର କୁଣ୍ଡଳୀ ତିଆରି କରଇ ନିଜର ଲଗ୍ନ ରାଶି ଜାଣି ପାରିବେ କିମ୍ବା ନିଜର ଚନ୍ଦ୍ର ରାଶି ଅନୁସାରେ ଏହି ଗୋଚର ଫଳ ଦେଖି ପାରିବେ। ଆସନ୍ତୁ ଏବେ ସର୍ବପ୍ରଥମେ ଚର୍ଚା କରିବା ମେଷ ରାଶି ବିଷୟରେ…
To Read in English Click Here: Mercury Rise In Cancer
ଏହି ରାଶିଫଳ ଆପଣଙ୍କର ଚନ୍ଦ୍ର ରାଶି ଉପରେ ଆଧାରିତ। ନିଜର ବ୍ୟକ୍ତିଗତ ଚନ୍ଦ୍ର ରାଶି ଜାଣିବା ପାଇଁ ଚନ୍ଦ୍ର ରାଶି କ୍ଯାଲକୁଲେଟର ବ୍ୟବହାର କରନ୍ତୁ।
କର୍କଟ ରାଶିର ବୁଧ ଉଦୟ: ରାଶି ଅନୁସାରେ ପ୍ରଭାବ ଓ ଉପାୟ
ମେଷ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ତୃତୀୟ ଓ ଷଷ୍ଠ ଘରର ସ୍ଵାମୀ ହୋଇଥାଆନ୍ତି ଓ କର୍କଟ ରାଶିରେ ବୁଧଙ୍କର ଉଦୟ ଆପଣଙ୍କର ଚତୁର୍ଥ ଘରେ ହେବ। 9 ଅଗସ୍ଟ ରେ ବୁଧ ଗ୍ରହ ଉଦୟ ହେଉଛନ୍ତି। ଉଦୟ ହେବା ଯୋଗୁଁ ବୁଧଙ୍କର ଶକ୍ତି ବଢ଼ିବ। ଫଳସ୍ଵରୂପ ତାଙ୍କର ପରିଣାମରେ ଅନୁକୂଳତା ଆସିବ। ଯଦି କୌଣସି ସମସ୍ଯା ଆସିବା ଆରମ୍ଭ ହୋଇଥିଲା ତେବେ ତାହା ଶାନ୍ତ ହେବ। ଜମି ବାଡ଼ି ସହିତ ସମ୍ବନ୍ଧିତ ମାମଲାରେ ମଧ୍ୟ ଏବେ ତୁଳନାତ୍ମକ ଭାବରେ ଭଲ ଅନୁକୂଳ ପରିଣାମ ଦେଖିବାକୁ ମିଳିବ। ଘର ଗୃହସ୍ଥି ସମ୍ବନ୍ଧିତ ମାମଲାରେ ମଧ୍ୟ ଭଲ ପରିଣାମ ମିଳିବଅର ସମ୍ଭାବନା ଦୃଢ଼ ହେବ।
ଉପାୟ: ପକ୍ଷୀଙ୍କୁ ଦାନା ଦେବା ଶୁଭ ହେବ।
हिंदी में पढ़ने के लिए यहां क्लिक करें: कर्क राशि में बुध का उदय
ବୃଷ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ତଥା ପଞ୍ଚମ ଘରର ସ୍ବାମୀ ଅଟନ୍ତି ଓ ସେ ଆପଣଙ୍କର ତୃତୀୟ ଘରେ ରହି ଉଦୟ ହେବେ। କାରଣ ତୃତୀୟ ଘରେ ବୁଧଙ୍କର ଗୋଚରକୁ ବହୁତ ଭଲ କୁହାଯାଏ ନାହିଁ। ଗୋଚର ଶାସ୍ତ୍ରରେ ଏପରି ଗୋଚର ବିଷୟରେ କୁହାଯାଇଛି ଯେ ଏହି ଗୋଚର ଭାଇ ବନ୍ଧୁଙ୍କ ସହିତ ବିବାଦ କରାଇଥାଏ। ପଡ଼ୋଶୀଙ୍କ ସହିତ ମତଭେଦ କରାଇଥାଏ। ଏପରି ଉଦୟ ହେବା ଅବସ୍ଥାରେ ବୁଧ ଗ୍ରହ ତୁଳନାତ୍ମକ ଭାବରେ ଅଧିକ ଦୃଢ଼ ହେବେ ଓ ଏହି ଶକ୍ତି ଆପଣଙ୍କର ବିରୁଦ୍ଧରେ ପ୍ରୟୋଗ କରିବାକୁ ଚାହିଁବେ କିନ୍ତୁ ସ୍ଵାମିତ୍ଵ ଆଧାରରେ ଦେଖିଲେ ଭଲ ପରିଣାମ ଦେବେ। ପଞ୍ଚମ ଘରର ସ୍ବାମୀ ଉଦୟ ହେବା ଶିକ୍ଷା ଓ ପ୍ରେମ ସମ୍ବନ୍ଧ ପାଇଁ ଅନୁକୂଳ ଅଟନ୍ତି। ବୁଧଙ୍କର ଉଦୟ ଆପଣଙ୍କ ପାଇଁ ମିଶ୍ରିତ ପରିଣାମ ଦେଇପାରେ।
ଉପାୟ: ନିଜର କ୍ଷମତା ଅନୁସାରେ ଆସ୍ଥମା ରୋଗୀଙ୍କୁ ଔଷଧ କିଣିବାରେ ସାହାଜ୍ୟ କରନ୍ତୁ।
କ୍ୟାରୀଅରର ହେଉଛି ଚିନ୍ତା! ଏବେ ଅର୍ଡର କରନ୍ତୁ କୋଗ୍ନିଆଷ୍ଟ୍ରୋ ରିପୋର୍ଟ୍
ମିଥୁନ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଆପଣଙ୍କର ଲଗ୍ନ କିମ୍ବା ରାଶିର ସ୍ବାମୀ ହେବା ସହିତ ଆପଣଙ୍କର ଚତୁର୍ଥ ଘରର ସ୍ଵାମୀ ମଧ୍ୟ ଓ ବୁଧଙ୍କର କର୍କଟ ରାଶିରେ ଉଦୟ ଆପଣଙ୍କର ଦ୍ଵିତୀୟ ଘରେ ହେବ। ଦ୍ଵିତୀୟ ଘରେ ବୁଧ ଗ୍ରହଙ୍କର ଗୋଚରକୁ ବହୁତ ଭଲ କୁହାଯାଏ। ବୁଧ ଗ୍ରହଙ୍କର ଉଦୟ ଆପଣଙ୍କ ପାଇଁ ଲାଭଦାୟକ ରହିବ। ଲଗ୍ନ କିମ୍ବା ରାଶିର ସ୍ଵାମୀଙ୍କର ଉଦୟ ହେବା ମଧ୍ୟ ଭଲ ସ୍ଥିତି ଅଟେ। ସାଙ୍ଗରେ ଚତୁର୍ଥ ଘରର ସ୍ଵାମୀଙ୍କର ଉଦୟ ହେବା ମଧ୍ୟ ଭଲ କୁହାଯାଏ। ଅର୍ଥାତ ବୁଧ ଗ୍ରହଙ୍କର ଉଦୟ ହେବା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇବ। ଘର ଗୃହସ୍ଥି ସମ୍ବନ୍ଧିତ ମାମଲାରେ ଅନୁକୂଳ ପରିଣାମ ମିଳିପାରେ। ଆର୍ଥିକ ଓ ପାରିବାରିକ ମାମଲାରେ ମଧ୍ୟ ଭଲ ପରିଣାମ ମିଳିପାରେ। ବସ୍ତ୍ର ଅଭୂଷଣ କିଣିବା ସହଜ ହେବେ। ଶିକ୍ଷା ସ୍ତରରେ ସୁଧାର ଆସିବ ଓ ଉତ୍ତମ ଭୋଜନ ଖାଇବାକୁ ମିଳିବ।
ଉପାୟ: ଗଣେଶ ଚାଲିସା ପାଠ କରନ୍ତୁ, ଏହା ଦ୍ବାରା ଆପଣଙ୍କର ଜୀବନରେ ଶୁଭ ଫଳ ମିଳିବ।
କର୍କଟ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ତୃତୀୟ ଓ ଦ୍ଵାଦଶ ଘରର ସ୍ଵାମୀ ହୋଇଥାନ୍ତି ଓ ସେ ଆପଣଙ୍କର ପ୍ରଥମ ଘରେ ଉଦୟ ହେଉଛନ୍ତି। ପ୍ରଥମ ଘରେ ବୁଧଙ୍କର ଗୋଚରକୁ ଭଲ ପରିଣାମ ଦେବା ବାଲା ଗୋଚର କୁହାଯିବ। ବୁଧ ଗ୍ରହ ଦ୍ଵାଦଶ ଘରର ସ୍ଵାମୀ ହୋଇ ପ୍ରଥମ ଘରେ ଗୋଚର କରୁଛନ୍ତି। ବୁଧ ଉଦୟ ହେଲେ ତାଙ୍କର ବଳ ବଢ଼ିବ ଓ ଯେହେତୁ ବୁଧଙ୍କର କାମ ଆପଣଙ୍କୁ ନକରାତ୍ମକତା ଦେବା ସେ ଶକ୍ତିଶାଳୀ ହୋଇ ଆପଣଙ୍କୁ ଭଲ ଫଳ ଦେବେ ନାହିଁ। ଯଦି ପୂର୍ବରୁ କୌଣସି ସମସ୍ଯା ଚାଲିଥିଲା ବିଶେଷ କରି ସ୍ବାସ୍ଥ୍ୟ ସମ୍ବନ୍ଧିତ, ଡାକ୍ତରଖାନା କିମ୍ବା କୋର୍ଟ କଚେରୀ ସମ୍ବନ୍ଧିତ କୌଣସି ସମସ୍ଯା ଯଦି ଥିଲା ତେବେ ତାହା ଏବେ ପାଇଁ ଟିକେ ବଢ଼ିପାରେ। ଏହି ସମୟରେ ଆପଣଙ୍କର କଥାବର୍ତ୍ତାର ଢଙ୍ଗ ବହୁତ ସୌମ୍ଯ ତଥା ସଭ୍ଯ ରଖିବା ଆବଶ୍ୟକ ହେବ। କାହାକୁ ନିନ୍ଦା କରନ୍ତୁ ନାହିଁ। ଆର୍ଥିକ ମାମଲାରେ ସାବଧାନ ରୁହନ୍ତୁ। କୌଣସି ସମ୍ବନ୍ଧୀଙ୍କୁ ନିରାଦର କରନ୍ତୁ ନାହିଁ। ଏହି କଥାର ଯତ୍ନ ନେଇ ଆପଣ ନକରାତ୍ମକତାକୁ ଅଟକାଇ ପାରିବେ।
ଉପାୟ: ମାଂସ, ମଦ ଓ ଅଣ୍ଡା ଇତ୍ୟାଦି ତ୍ୟାଗ କରନ୍ତୁ, ନିଜକୁ ସତବ୍ୟକ ରଖନ୍ତୁ।
ସିଂହ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଦ୍ଵିତୀୟ ତଥା ଲାଭ ଘରର ସ୍ଵାମୀ ହୋଇଥାନ୍ତି ଓ ବୁଧଙ୍କର କର୍କଟ ରାଶିରେ ଉଦୟ ଆପଣଙ୍କର ଦ୍ଵାଦଶ ଘରେ ହେବ। ଦ୍ଵାଦଶ ଘରେ ବୁଧଙ୍କର ଉଦୟ ହେବା ସାମାନ୍ଯ ଭାବରେ ଅନୁକୂଳ କୁହାଯାଏ ନାହିଁ। କିନ୍ତୁ ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଲାଭ ଘରର ସ୍ବାମୀ ଅଟନ୍ତି ଓ ଲାଭେଷ ଉଦୟ ହେବା ଏକ ଅନୁକୂଳ ବିନ୍ଦୁ। ଏହି ପ୍ରକାର ଧନ ଘରର ସ୍ବାମୀ ଉଦୟ ହେବା ଭଲ କଥା।
କିଛି ମାମଲାରେ ସକାରାତ୍ମକତା ଦେଖିବାକୁ ମିଳିପାରେ ଓ କିଛି ମାମଲାରେ ନକରାତ୍ମକତା ଦେଖିବାକୁ ମିଳିପାରେ। ଦ୍ଵାଦଶ ଘର ବୁଧଙ୍କର ଗୋଚରକୁ ଅପବ୍ୟୟ କରାଇବା ଗୋଚର କୁହାଯାଏ। ଅର୍ଥାତ ଖର୍ଚ୍ଚ ରହିବ ଓ ଖର୍ଚ୍ଚ ବଢ଼ି ମଧ୍ୟ ପାରେ। କିନ୍ତୁ ଲାଭ ଘରର ସ୍ଵାମୀ ଉଦୟ ହେବା ଦ୍ବାରା ଲାଭ ମଧ୍ୟ ମିଳିବ। ସ୍ବାସ୍ଥ୍ୟର ଅତ୍ୟଧିକ ଯତ୍ନ ନିଅନ୍ତୁ। ତର୍କ ବିତର୍କ କରଇ ମାନସିକ ଚିନ୍ତାକୁ ଶାନ୍ତ କରିବାର ଆବଶ୍ୟକତା ରହିବ। ବିଦ୍ୟାର୍ଥୀଙ୍କୁ ପଢ଼ା ଉପରେ ବହୁତ ଧ୍ୟାନ ଦେବାକୁ ପାରିବ। ଏହି ଚେଷ୍ଟା କରଇ ଆପଣ ନକରାତ୍ମକତାକୁ ନିୟନ୍ତ୍ରିତ କରିବାକୁ ସକ୍ଷମ ହେବେ।
ଉପାୟ: ମଥାରେ କେସର ତିଳକ ନିୟମିତ ଭାବରେ ଲଗାଇବା ହୀତକାରୀ ହେବ।
କନ୍ୟା ରାଶି
ବୁଧ ଗ୍ରଜ ଆପଣଙ୍କର କୁଣ୍ଡଳୀରେ ଲଗ୍ନ କିମ୍ବା ରାଶିର ସ୍ଵାମୀ ହେବା ସହିତ ଆପଣଙ୍କର କର୍ମ ସ୍ଥାନରେ ସ୍ଵାମୀ ମଧ୍ୟ ଯିଏ ଏବେ ଆପଣଙ୍କର ଲାଭ ଘରେ ଉଦୟ ହେବାକୁ ଯାଉଛନ୍ତି। ଲାଭ ଘରେ ବୁଧଙ୍କର ଗୋଚର ବହୁତ ଭଲ ପରିଣାମ ଦିଏ। ବୁଧ ଗ୍ରହଙ୍କର ଉଦୟ ଆପଣଙ୍କ ପାଇଁ ଲାଭଦାୟକ ହେବ। ଲଗ୍ନ କିମ୍ବା ରାଶିର ସ୍ବାମୀ ଲାଭ ଘରେ ଯାଇ ଉଦୟ ହେଉକହନ୍ତି ସେଥିପାଇଁ ଆପଣଙ୍କୁ ସ୍ବାସ୍ଥ୍ୟ ଲାଭ ହେବ। ଯଦି ଅପଙ୍କ ପୂର୍ବରୁ ସ୍ବାସ୍ଥ୍ୟରେ କୌଣସି ଦୁର୍ବଳତା ଅନୁଭବ କରିଥିଲେ ତେବେ ତାହା ଏବେ ତହୀକ ହୋଇଯିବ।
କର୍ମ ସ୍ଥାନର ସ୍ବାମୀ ଉଦୟ ହେବା ଯୋଗୁଁ କାର୍ଯ୍ୟକ୍ଷେତ୍ର ସମ୍ବନ୍ଧୀତ ମାମଲାରେ ମଧ୍ୟ ଭଲ ଅନୁକୂଳତା ଦେଖିବେ। ଏହା ବ୍ଯତୀତ ଗୋଚର ଶାସ୍ତ୍ର ନିୟମ ଅନୁସାରେ ଲାଭ ଘରେ ବୁଧ ଉଦୟ ହେବା ଦ୍ବାରା ଆପଣଙ୍କର ରୋଜଗାର ବଢ଼ିବ। ବ୍ୟବସାୟରେ ଲାଭ ମିଳିପାରେ। ଭୂମି ଘର ସମ୍ବନ୍ଧିତ ଲାଭ ମଧ୍ୟ ମିଳିପାରେ। ଭାଇ ସୁଖ ମିଳିପାରେ। କାମରେ ସଫଳତା ମିଳିପାରେ। ସନ୍ତାନ ଇତ୍ୟାଦି ସମ୍ବନ୍ଧିତ ମାମଲାରେ ଅନୁକୂଳ ପରିଣାମ ମିଳିପାରେ। ଏହା ବ୍ଯତୀତ ମିତ୍ରଙ୍କ ସମ୍ବନ୍ଧିତ ମାମଲାରେ ମଧ୍ୟ ସକାରାତ୍ମକତାର ଗ୍ରାଫ ବଢ଼ିବ।
ଉପାୟ: ନିୟମିତ ଗଣପତି ଅଥର୍ବଶୀର୍ଷ ପାଠ କରନ୍ତୁ; ଆପଣଙ୍କ ପାଇଁ ହୀତକାରୀ ହେବ।
ଆପଣଙ୍କର ଜାତଜରେ ମଧ୍ୟ ଅଛି ରାହ ଯୋଗ? ପାଆନ୍ତୁ ନିଜର ରାଜଯୋଗ ରିପୋର୍ଟ୍
ତୁଳା ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଭାଗ୍ଯ ତଥା ଦ୍ଵାଦଶ ଘରର ସ୍ବାମୀ ହୋଇଥାଆନ୍ତି ଓ ସେ ଆପଣଙ୍କର କର୍ମ ସ୍ଥାନରେ ରହି ଉଦୟ ହେବାକୁ ଯାଉଛନ୍ତି। ସାମାନ୍ଯ ଭାବରେ ଦଶମ ଘରେ ବୁଧଙ୍କର ଗୋଚରକୁ ଭଲ କୁହାଯିବ। ଉଦୟ ହେବା ଯୋଗୁଁ ବୁଧ ଗ୍ରହଙ୍କର ସକାରାତ୍ମକତା ବଢ଼ିବ। ଆପଣଙ୍କୁ ପଦ ପ୍ରତିଷ୍ଠା ପ୍ରାପ୍ତ ହେବ। ପ୍ରୋମୋଶନ ମିଳିପାରେ ଓ ଆପଣ ସଫଳତାର ପାହାଚ ଚଢ଼ିବେ। ପ୍ରତିସ୍ପର୍ଦ୍ଧାତ୍ମକ କାର୍ଯ୍ୟରେ ମଧ୍ୟ ଆପଣଙ୍କର ପ୍ରଦର୍ଶନ ଭଲ ହୋଇପାରେ। ବ୍ୟବସାୟରେ ଲାଭର ହାର ବଢ଼ିପାରେ। ମାନ-ସମ୍ମାନ ଓ ସାମାଜିକ ପଦ ପ୍ରତିଷ୍ଠା ବଢ଼ାଇବାର ସମ୍ଭାବନା ଦୃଢ଼ ହେବ।
ଉପାୟ: କୌଣସି ମନ୍ଦିରରେ କ୍ଷୀର ଓ ଚାଉଳ ଦାନ କରନ୍ତୁ, ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ।
ବିଛା ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ଅଷ୍ଟମ ତଥା ଲାଭ ଘରର ସ୍ବାମୀ ଅଟନ୍ତି ଓ ସେ ଆପଣଙ୍କର ଭାଗ୍ଯ ଘରେ ରହି ଉଦୟ ହେଉଛନ୍ତି। ଭାଗ୍ଯ ଘରେ ବୁଧ ଗ୍ରହଙ୍କର ଗୋଚରକୁ ସାମାନ୍ଯ ଭାବରେ ଭଲ କୁହାଯିବ ନାହିଁ। ବୁଧ ଗ୍ରହ ଉଦୟ ହେବା ଦ୍ବାରା ତାଙ୍କର ନକରାତ୍ମକତାର ଗ୍ରାଫ ବଢ଼ିପାରେ। ବୁଧ ଗ୍ରହଙ୍କର ଏହି ସ୍ଥିତି ଅନୁସାରେ ପରିଣାମକୁ ଭଲ କୁହାଯିବ ନାହିଁ କିନ୍ତୁ ଲାଭ ଘରର ସ୍ବାମୀ ଉଦୟ ହେବା ସହିତ ଆପଣଙ୍କୁ କିଛି ମାମଲାରେ ଭଲ ଲାଭ ହେବ। ଅଟକି ଥିବା କାମ ପୂରଣ ହେବ କିନ୍ତୁ ନୂଆ କାମରେ ସମସ୍ଯା ହୋଇପାରେ।
କେବେ କେବେ ଏପରି ଲାଗିପାରେ ଯେପରି ଭାଗ୍ଯ ତୁଳନାତ୍ମକ ରୂପରେ କମ ଫେବର କରୁଛି, କାମରେ କିଛି ସମସ୍ଯା ଦେଖିବାକୁ ମିଳିପାରେ। ମାନ-ସମ୍ମାନକୁ ନେଇ ଏବେ ଅପେକ୍ଷାକୃତ ଅଧିକ ସଚେତନ ରହିବାର ଆବଶ୍ୟକତା ଅଛି। ଅର୍ଥାତ କିଛି ସତର୍କତା ଅବଲମ୍ବନ କରିଲେ ଆପଣ ଖରାପ ଫଳକୁ କମ କରି ପାରିବେ।
ଉପାୟ: ଗାଈକୁ ସବୁଜ ଘାସ ଖୁଆଇବା ଶୁଭ ହେବ।
କୁଣ୍ଡଳୀରେ ଥିବା ରାଜ ଯୋଗ ର ସମସ୍ତ ସୂଚନା ପାଆନ୍ତୁ
ଧନୁ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ସପ୍ତମ ଘରର ସ୍ବାମୀ ହେବା ସାଙ୍ଗରେ ଆପଣଙ୍କର କର୍ମ ସ୍ଥାନର ସ୍ବାମୀ ମଧ୍ୟ ଓ ବୁଧଙ୍କର କର୍କଟ ରାଶିରେ ଉଦୟ ଆପଣଙ୍କର ଅଷ୍ଟମ ଘରେ ହେବ। ଅଷ୍ଟମ ଘରେ ବୁଧ ଗ୍ରହଙ୍କୁ ଆକସ୍ମିକ ଧନ ପ୍ରାପ୍ତି କରାଉଥିବା ଗ୍ରହ କୁହାଯାଏ। ସେଥିପାଇଁ ଯଦି ଆଗରୁ କିଛି ଧନ ଅଟକି ରହିଛି ତେବେ ବୁଧ ଉଦୟ ହେବା ସହିତ ତାହା ମଧ୍ୟ ପ୍ରାପ୍ତ ହେବ। ଆର୍ଥିକ ମାମଲାରେ କିଛି ଭଲ ପରିଣାମ ମିଳିପାରେ। କର୍ମ ସ୍ଥାନର ସ୍ବାମୀଙ୍କର ଉଦୟ ହେବା କାମରେ ବିଜୟ ଆଣିପାରେ। ବରିଷ୍ଠଙ୍କର ସହଯୋଗ ମିଳିବ। ପ୍ରତିସ୍ପର୍ଦ୍ଧାତ୍ମକ କାର୍ଯ୍ୟରେ ବିଜଯ ପ୍ରାପ୍ତ କରିବାର ରାସ୍ତା ଏବେ ସହଜ ହୋଇଯିବ। ସାମାଜିକ ପଦ ପ୍ରତିଷ୍ଠା ଦୃଷ୍ଟିରୁ ମଧ୍ୟ ବୁଧ ଗ୍ରହ ଉଦୟ ହେବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନ ହେଉ କିମ୍ବା ଦୈନିକ ରୋଜଗାର ହେଉ ସେହି ମାମଲାରେ ଏବେ ଆରାମ ମିଳିବ।
ଉପାୟ: ଶିବଙ୍କୁ ମହୁରେ ଅଭିଷେକ କରିବା ଶୁଭ ହେବ।
ମକର ରାଶି
ବୁଧ ଗ୍ରହ ଆପଣଙ୍କର ଷଷ୍ଠ ଘରର ସ୍ବାମୀ ହେବା ସହିତ ଭାଗ୍ଯ ଘରର ସ୍ଵାମୀ ମଧ୍ୟ ଓ ସେ ଆପଣଙ୍କର ସପ୍ତମ ଘରେ ରହି ଉଦୟ ହେବେ। ସପ୍ତମ ଘରେ ବୁଧ ଗ୍ରହଙ୍କର ଗୋଚରକୁ ଭଲ କୁହାଯିବ ନାହିଁ ଓ ବୁଧଙ୍କର ଉଦୟ ହେବା ଦ୍ବାରା ନକରାତ୍ମକତାର ଗ୍ରାଫ ବଢ଼ିଯିବ କିନ୍ତୁ ଭାଗ୍ଯ ଘରର ସ୍ଵାମୀଙ୍କର ଉଦୟ ହେବା ଭାଗ୍ଯର ସପୋର୍ଟ କରିପାରେ। ବୁଧ ଗ୍ରହ ଉଦୟ ହେବା ଦ୍ବାରା ଆପଣଙ୍କୁ ମିଶ୍ରିତ ପରିଣାମ ମିଳିପାରେ। ଯଦି ଦାମ୍ପତ୍ୟ ଜୀବନରେ କିଛି ସମସ୍ଯା ପ୍ରଥମରୁ ଅଛି ତେବେ ସମସ୍ଯା କିଛି ନୂଆ ରୂପ ନେଇପାରେ କିମ୍ବା ବଢ଼ିପାରେ।
ସ୍ବାସ୍ଥ୍ୟର ଯତ୍ନ ନେବା ଏବେ ତୁଳନାତ୍ମକ ରୂପରେ ଅଧିକ ଆବଶ୍ୟକ ହେବ। ରାଜ୍ୟର ଉଚ୍ଚ ଅଧିକାରୀ କିମ୍ବା ଶାସନ-ପ୍ରଶାସନ ସହିତ ଜଡ଼ିତ କର୍ମଚାରୀଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ। ଯଦିଓ ସପ୍ତମ ଘରେ ବୁଧଙ୍କ ଗୋଚର ଯାତ୍ରା ଏବଂ ବ୍ୟବସାୟରେ କ୍ଷତି କିମ୍ବା ଚିନ୍ତାର କାରଣ ବୋଲି ବିବେଚନା କରାଯାଏ, କିନ୍ତୁ ନବମ ଘରର କର୍ତ୍ତା ଏବଂ ବର୍ତ୍ତମାନ ଉଦୟ ହେଉଥିବା ହେତୁ, ଯାତ୍ରା ସହଜ ହେବ, କିନ୍ତୁ ବ୍ୟବସାୟିକ ଯାତ୍ରାରୁ ପ୍ରକୃତ ଲାଭ ପାଇବା ବିଷୟରେ ଟିକିଏ ସନ୍ଦେହ ରହିବ।
ଉପାୟ: କୌଣସି ପ୍ରକାରର ରିସ୍କ ନିଅନ୍ତୁ ନାହିଁ, ଅର୍ଥାତ୍ ରିସ୍କ ନେବାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଏକ ସମାଧାନ ଭାବରେ କାମ କରିବ।
କୁମ୍ଭ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ପଞ୍ଚମ ଘରର ସ୍ବାମୀ ହେବା ସହିତ ଅଷ୍ଟମ ଘରର ସ୍ବାମୀ ମଧ୍ୟ ଓ ସେ ଆପଣଙ୍କର ଷଷ୍ଠ ଘରେ ରହି ଅସ୍ତ ରୁ ଉଦୟ ହେଉଛନ୍ତି। ଷଷ୍ଠ ଘରେ ବୁଧ ଗ୍ରହଙ୍କର ଗୋଚରକୁ ସାମାନ୍ଯ ଭାବରେ ଭଲ କୁହାଯାଏ। ସ୍ବାସ୍ଥ୍ୟରେ ଯଦି କୌଣସି ପ୍ରକାରର ଅସୁବିଧା ଥିଲା ତେବେ ତାହା ଏବେ ଠିକ ହେବ। ଆର୍ଥିକ ମାମଲାରେ ମଧ୍ୟ ବୁଧ ଗ୍ରହ ଭଲ ପରିଣାମ ଦେବେ। ଶତ୍ରୁଙ୍କ ଠାରୁ ଭଲ କରିବା ମାମଲାରେ ମଧ୍ୟ ବୁଧଙ୍କର ଉଦୟ ହେବା ସାହାଜ୍ୟକରି କୁହାଯିବ। ଆପଣଙ୍କର ମାନ ପ୍ରତିଷ୍ଠାରେ ବୃଦ୍ଧି କରିବାର କାମ କରିବେ। ଯଦି ଆପଣ କଳା ଓ ସହିତୟ ସହିତ ଜଡ଼ିତ ବ୍ୟକ୍ତି ତେବେ ବୁଧ ଗ୍ରହ ଉଦୟ ହେବା ଆପଣଙ୍କୁ ଲାଭଦାୟକ ହେବ। ଯଦି ଆପଣଙ୍କର ପୁସ୍ତକ କିମ୍ବା କୌଣସି ସାହିତ୍ୟ ପବ୍ଲିଶ ହେବା ପାଇଁ ଯାଇଛି ତେବେ ତାହା ଏବେ ବିନା ସମସ୍ଯାରେ ପବ୍ଲିଶ ହୋଇଯିବ।
ଉପାୟ: କୌଣସି ପବିତ୍ର ସ୍ଥଳର ଜଳ ଦ୍ବାରା ଶିବଙ୍କର ଅଭିଷେକ କରିବା ଶୁଭ ହେବ।
ମୀନ ରାଶି
ବୁଧ ଗ୍ରହ ଆପଣଙ୍କର କୁଣ୍ଡଳୀରେ ତୃତୀୟ ତଥା ସପ୍ତମ ଘରର ସ୍ଵାମୀ ଓ ଏବେ ବୁଧଙ୍କର କର୍କଟ ରାଶିରେ ଉଦୟ ଆପଣଙ୍କର ପଞ୍ଚମ ଘରେ ହେବ। ପଞ୍ଚମ ଘରେ ବୁଧଙ୍କର ଗୋଚରକୁ ଭଲ ପରିଣାମ ଦେଉଥିବା ଗୋଚର କୁହାଯାଏ ନାହିଁ। ଉଦୟ ହେବା ଦ୍ବାରା ସେ ଆପଣଙ୍କୁ କୌଣସି ବଡ଼ ସକାରାତ୍ମକଯୋଗୁଁ ଦୈନିକ ରୋଜଗାର ଭଲ ହେବ। ତା ଦେବେ ନାହିଁ ବରଂ ଚାପ ବଢ଼ାଇବେ କିମ୍ବା କୌଣସି କଥାକୁ ନେଇ ଆପଣ ଅପ୍ରସନ୍ନ ରହିବେ। ସନ୍ତାନ ଇତ୍ୟାଦି ମାମଲାରେ ସମସ୍ଯା ମଧ୍ୟ ବଢ଼ିପାରେ ଓ ଆର୍ଥିକ ମାମଲାରେ କିଛି ଚିନ୍ତା ରହିପାରେ କିନ୍ତୁ ସପ୍ତମେଶଙ୍କର ଉଦୟ ହେବା
ଦାମ୍ପତ୍ୟ ଜୀବନ ମଧ୍ୟ ତୁଳନାତ୍ମକ ଭାବରେ ଭଲ ହୋଇପାରେ। ଘର ଗୃହସ୍ଥି ସହିତ ଜଡ଼ିତ ମାମଲାରେ ଭଲ ପରିଣାମ ଦେଖିବାକୁ ମିଳିପାରେ। ଅର୍ଥାତ ବୁଧଙ୍କର ଉଦୟ ହେବା ଦ୍ବାରା ଆପଣଙ୍କୁ ମିଶ୍ରିତ ପରିଣାମ ପ୍ରାପ୍ତ ହେଲା ପଡ଼ି ପ୍ରତୀତ ହେଉଛି। ଅର୍ଥାତ କିଛି ମାମଲାରେ ଭଲ ପରିଣାମ ମିଳିବ ଓ କିଛି ମାମଲାରେ ସମସ୍ଯା ଦେଖାଯିବ।
ଉପାୟ: ଗାଈକୁ ଦେଶୀ ଘିଅରେ ତିଆରି ରୁଟି ଖୁଆଇବା ସବ ହେବ।
ସମସ୍ତ ଜ୍ୟୋତିଷୀୟ ସମାଧାନ ପାଇଁ କ୍ଲିକ କରନ୍ତୁ: ଆଷ୍ଟ୍ରୋସେଜ ଅନଲାଇନ ଶପିଂ ସ୍ଟୋର
ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଆର୍ଟିକଲ୍ ପସନ୍ଦ ଆସିଥିବ। ଆଷ୍ଟ୍ରୋସେଜ ସହିତ ଜଡ଼ିତ ରହିଥିବା ପାଇଁ ଆପଣଙ୍କର ବହୁତ ବହୁତ ଧନ୍ୟବାଦ!
ବାରମ୍ବାର ପଚରା ଯାଉଥିବା ପ୍ରଶ୍ନ
1. 2025 ମସିହାରେ ବୁଧ ଗ୍ରହ କେବେ କର୍କଟ ରାଶିରେ ଉଦୟ ହେବ?
9 ଅଗଷ୍ଟ 2025 ରେ ବୁଧ ଗ୍ରହ କର୍କଟ ରାଶିରେ ଉଦୟ ହେବ।
2. ବୁଧ କେଉଁ କାହାର କାରକ?
ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟବସାୟ ଏବଂ ଚର୍ମର କର୍ତ୍ତା ବୋଲି ବିବେଚନା କରାଯାଏ।
3. କର୍କଟ ରାଶିର ଲୋକମାନେ କିପରି ହୋଇଥାଆନ୍ତି?
କର୍କଟ ରାଶିର ଲୋକମାନେ ସମ୍ବେଦନଶୀଳ ଏବଂ ଭାବପ୍ରବଣ ହୋଇଥାନ୍ତି ଏବଂ ସେମାନଙ୍କ ଘର ଏବଂ ପରିବାରର ଆରାମରେ ବହୁତ ଖୁସି ହୋଇଥାନ୍ତି।
Astrological services for accurate answers and better feature
Astrological remedies to get rid of your problems
AstroSage on MobileAll Mobile Apps
- Horoscope 2026
- राशिफल 2026
- Calendar 2026
- Holidays 2026
- Shubh Muhurat 2026
- Saturn Transit 2026
- Ketu Transit 2026
- Jupiter Transit In Cancer
- Education Horoscope 2026
- Rahu Transit 2026
- ராசி பலன் 2026
- राशि भविष्य 2026
- રાશિફળ 2026
- রাশিফল 2026 (Rashifol 2026)
- ರಾಶಿಭವಿಷ್ಯ 2026
- రాశిఫలాలు 2026
- രാശിഫലം 2026
- Astrology 2026






