ବାର୍ଷିକ ରାଶିଫଳ 2020: Yearly Odia Horoscope 2020

କଣ ଆପଣ ଏବର୍ଷ ସଫଳତା ପାଇବେ ନା ଭଲ ସମୟର ଆସିବାର ଅପେକ୍ଷା କରିବାକୁ ପଡ଼ିବ? ଆମର ବାର୍ଷିକ ଜାତକ ରାଶିଫଳ 2020 ପଢ଼ିକି ଜଣାନ୍ତୁ, ଏମିତି କିଛି ଅନୁତ୍ତରିତ ପ୍ରଶ୍ନର ଉତ୍ତର| ଆପଣଙ୍କ ଜୀବନର ଆଗାମୀ ସମୟରେ ପ୍ରତେକ ଟି ଘଟଣା,ଯାହା ଭି ଘଟି ପାରେ ସବୁ ବୈଦିକ ଜ୍ୟୋତିଷ ଶାସ୍ତ୍ର" ଅନୁଯାଇ ଏଇ ବିବରଣୀରେ ଲେଖା ଅଛି| ଆପଣ ଆଗାମୀ 2020 ମସିହାରେ ,ବିଭିନ କ୍ଷେତ୍ର ବିଷୟରେ ଜାଣିପାରିବେ ଯେମିତିକି ଆପଣଙ୍କ ପେଶା,ଚାକିରୀ, ସମ୍ପଦ,ଧନ,ସ୍ୱାସ୍ଥ୍ୟ,ଶିକ୍ଷା, ପରିବାର ଇତ୍ୟାଦି| ସବୁ ଗ୍ରହ ନକ୍ଷେତ୍ର 12ଟା ରାଶି ଉପରେ ସ୍ତିତ କରନ୍ତି|

ପ୍ରତ୍ୱେକଟି ରାଶିର ବିଭିନ ନିର୍ଦ୍ଦେଶନାମା ସ୍ୱାମୀ ଥାନ୍ତି, ଯାହା ବ୍ୟକ୍ତିଙ୍କର ଜୀବନ ଉପରେ ସିଧା ପ୍ରଭାବ ପକାନ୍ତି|ଏଇ ଅବସ୍ଥାରେ ଆମର ନିହାତି ଜାଣିବା ଦରକାର କି, ରାଶିର ବିବିଧ ବିନ୍ୟାସ ଓ ଗ୍ରହଙ୍କ ସଂଯୋଗ ଯୋଗୁ ଘଟିବା ଘଟଣା ଗୁଡ଼ିକ ଆମ ଉପରେ ଭିବିନ ଭାଗରେ ସକାରାତ୍ମକ" କି ନକାରାତ୍ମକ" ପ୍ରଭାବ ପକୋଉଛନ୍ତି| ଆମେ ଆପଣଙ୍କୁ ଜଣେଇବୁକି କେଉଁ ଜୀବନର ଭାଗ ସମ୍ବନ୍ଧରେ ଆପଣଙ୍କୁ କିଛି କାର୍ଯ୍ୟ କି ପ୍ରତିକାର କରିବାକୁ ପଡ଼ି ପାରେ? ଅବର୍ଷ 2020ରେ କଣ ପରିବର୍ତ୍ତନ ଓ ଆହ୍ୱାନ"ର ଆପଣ ସମ୍ମୁଖୀନ ହୋଇ ପାରନ୍ତି? କେଉଁ ରାଶି ଗୁଡ଼ିକ ଅବର୍ଷ 2020ରେ ଉତ୍ତମ ଫଳ ପ୍ରାପ୍ତ ହେବ? ଏହି ପରି ଅନେକ ଗୁଡିକ ପ୍ରଶ୍ନର ଉତ୍ତର ଆପଣ ମାନେ ପାଇବେ,ଭବିଷ୍ୟବାଣୀ 2020 ଦ୍ୱାରା ଆମର ୱେବ୍ସାଇଟ ଅସ୍ତ୍ରକୁସଙ୍ଗେ ରେ|

ତ ଚାଲନ୍ତୁ ବିସ୍ତୃତ ଭାବରେ ଜାଣିବା ଭବିଷ୍ୟବାଣୀ 2020 ଦ୍ୱାରା କି ଭବିଷ୍ୟରେ ଆଗକୁ କଣ ଅଛି ଓ କଣ ପ୍ରତିକାର କରିକି ସେଇ ବାଧାଠୁ ଆମେ ମୁକ୍ତ ହୋଇ ପାରିବା|

ମେଷ ରାଶିଫଳ 2020

ମେଷ ରାଶିଫଳ 20202020 ମସିହା ଜାତକ ଅନୁଯାଇ ,ଏହି ଚନ୍ଦ୍ର ରାଶିରେ ଜନ୍ମିତ ବ୍ୟକ୍ତିଙ୍କର ବର୍ଷର ଦ୍ଵିତୀୟ ଭାଗରେ ସ୍ୱାସ୍ଥ୍ୟ ଉତ୍ତମ ରହିବ| ବର୍ଷର ଆରମ୍ଭରେ ଆପଣଙ୍କ ସ୍ୱାସ୍ଥ୍ୟରେ ଉତ୍ଥାନ ପତନ ହୋଇ ପାରେ| ଏହି କାରଣରୁ, ଉପଯୁକ୍ତ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ଆପଣଂକୁ କୋଣସି ପ୍ରକାର ରୋଗରୁ ଉପଶମ କରିପାରେ| ଏବର୍ଷ ଆପଣଙ୍କ ପ୍ରେମ ଜୀବନରେ ବାଧାବିଘ୍ନ ଦେଖା ଦେଇ ପାରେ | ଅଥଚ,ଯଦି ଆପଣ ଏବଂ ଆପଙ୍କ ସହଭାଗୀ ମଧ୍ୟରେ ଦୃଢ଼ ବୁଝାମଣା ଅଛି | ତେଣୁ, ଆପଣ ଉଭୟ କୋଣସି ପ୍ରତିବନ୍ଧକୁ ସାମ୍ନା କରିପାରିବେ| ଯେଉଁମାନେ ପ୍ରେମ ବିବାହ ପାଇଁ ଅପେକ୍ଷା କରୁଛନ୍ତି , ସେମାନଙ୍କୁ ବିବାହ କରିବା ପାଇଁ ବହୁତ ଚେଷ୍ଟା କରିବା ପାଇଁ ପଡ଼ିପାରେ| ବେଈବାହିକା ଜୀବନ ସରଳ ଏବଂ ସୁଖମୟ ହେବ| ଆପଣଙ୍କ ପିଲା ଭଲ କରିବେ, ଯାହା ଆପଣଙ୍କୁ ଶାନ୍ତି ଦବ| ଆପଣଙ୍କ ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ| ଆପଙ୍କ ପିତାଙ୍କ ସ୍ୱାସ୍ଥ୍ୟରେ ଅବର୍ଷ ପତନ ହୋଇପାରେ| ଆପଣ ଅପାଙ୍କ ବାସଗୃହ ବଦଳାଇ ପାରନ୍ତି ଏବଂ ଆପଣଙ୍କ ବନ୍ଧୁ ବାନ୍ଧବ ମାନଙ୍କ ପାଖରୁ ମଧ୍ୟ ଦୁରେଇ ଯିବେ|

ଆପଣଙ୍କ ପରିବାରରେ ଶୁଭ ଘଟଣା ଘଟିବାର ସମ୍ଭାବନା ଅଛି| ଛାତ୍ରଛାତ୍ରୀ ମାନେ ସେମାନଙ୍କର ଚେଷ୍ଟାରୁ ଉତ୍ତମ ଫଳ ପାଇବେ| ଆପଣ ବିଦେଶରୁ ହଠାତ ଲାଭ ପାଇପାରନ୍ତି | ଆପଣ ଆପଣଙ୍କ ସହକର୍ମୀ ଏବଂ ଆପଣଙ୍କର ବନ୍ଧୁବାନ୍ଧବ ମାନଙ୍କ ଠାରୁ ଉପଯୁକ୍ତ ସହଯୋଗ ପାଇବେ| ଅବର୍ଷ ଆପଣଙ୍କ ବୃତିରେ ଉଚ୍ଚ ସ୍ଥାନ ହାସଲ କରିବା ପାଇଁ ସହୟୁକ୍ତ ହେବ|

ବୃଷ ରାଶିଫଳ 2020

ବୃଷ ରାଶିଫଳ 20202020 ମସିହା ଜାତକ ଅନୁଯାଇ ,ଆପଣଙ୍କ ସ୍ୱାସ୍ଥ୍ୟରେ ଅସ୍ଥିରତା ଦେଖା ଦେଇ ପାରେ| କୋଣସି ପ୍ରକାର ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ , ଆପଣଙ୍କୁ ଘରୋଇ ଏବଂ ବୃତ୍ତିଗତ ଜୀବନରେ ସନ୍ତୁଳନ ରଖିବାକୁ ପଡ଼ିବ| ଆପଣ ସ୍ନାୟୁଗତ ଏବଂ ମାଂସପେଶୀ ଜନିତ ଯନ୍ତଣା ଭୋଗି ପାରନ୍ତି| ଆପଙ୍କ ପ୍ରେମ ଜୀବନ ଭଲ ରହିବ ଏବଂ ଆପଣ ଆପଙ୍କ ସହଭାଗୀ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବେ| ଯଦି,ଆପଣ ବିବାହିତ,ତେବେ ଆପଣଙ୍କ ସହଭାଗୀ ସହିତ ଭଲ ସମ୍ପର୍କ ନ ରଖି ପାରନ୍ତି | ଆପଙ୍କ ପିଲା ମାନଙ୍କ ପାଇଁ ସମୟ ସାଧାରଣ ରହିବ| ଆପଙ୍କ ପାରିବାରିକ ଜୀବନ ପାଇଁ ପ୍ରଥମାର୍ଦ୍ଧ ବହୁତ ସହାୟକ ହେବ ନାହିଁ ଏବଂ ଏହି ସମୟରେ ଆପଣଙ୍କ ପିତାମାତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ| ସେପ୍ଟେମ୍ବର ମାସ ପରେ ଗ୍ରହ ମାନେ ଆପଙ୍କ ସହାୟକ ହେବେ| ଅବର୍ଷ ଛାତ୍ରଛାତ୍ରୀ ମାନେ ସହାୟତା ପାଇବେ| ସେମାନେ ଈଛିତ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବେ| ଆପଙ୍କ ଧନ ସେନାଗ୍ରହ କରିବା ବେଳେ ଆପଣଙ୍କୁ ବାଧା ହୋଇ ପାରେ| ତେଣୁ ଏଇ ବିଷୟରେ ଅଧିକ ଯତ୍ନବାନ ହବା ଉଚ୍ଚିତ ନଚେତ ଏହା ଆପଣଙ୍କୁ ଆର୍ଥିକ ଦୁର୍ଗତିର ପକାଇ ପାରେ| ଆପଣ ଆପଣଙ୍କ ଚାକିରୀରେ ପଦଦୌନ୍ନତି ପାଇବେ,ବର୍ଷର ଶେଷ ଭାଗରେ ପରିସ୍ଥିତି ଆପଣଙ୍କ ପକ୍ଷରେ ଯିବା|

ମିଥୁନ ରାଶିଫଳ 2020

ମିଥୁନ ରାଶିଫଳ 20202020 ମସିହା ଜାତକ ଅନୁଯାଇ, ବର୍ଷର ଆରମ୍ଭରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ| ନିଜ ସ୍ୱାସ୍ଥ୍ୟର ଯତ୍ନ ନିୟନ୍ତୁ ଏବଂ କୋଣସି ଛୋଟ ସ୍ୱାସ୍ଥ୍ୟ ସମସ୍ୟାକୁ ହେଲା କରନ୍ତୁ ନାହିଁ | ପ୍ରେମ ଜୀବନ ଉତ୍ତମ ରହିବ ଏବଂ ଆପଣ ଆପଣଙ୍କ ସହଭାଗୀ ସହିତ ଉତ୍ତମ ବନ୍ଧନ ଲକ୍ଷ କରିବେ| ବିବାହିତ ଲୋକମାନଙ୍କୁ ସେମାନଙ୍କର ଜୀବନ ସାଥିଙ୍କର ବିଶେଷ ଯତ୍ନ ନବାକୁ ପଡି ପାରେ |ସେମାନଙ୍କୁ ସେମାନଙ୍କର ସମ୍ପର୍କୀୟ ମାନଙ୍କଠୁ ଲାଭ ମିଳି ପାରେ| ଏହି ବର୍ଷ ପିଲା ମାନଙ୍କ ପାଇଁ ଅତି ଉତ୍ତମ ଅଟେ, କାରଣ ସେମାନେ ସେମାନଙ୍କର କଠିନ ପରିଶ୍ରମ ପାଇଁ ପୁରସ୍କାର ପାଇଁ ପାରନ୍ତି| ଆପଣ ଯଦି ସାଂସାରିକ ଲୋକ ତାହେଲେ, ଆଧ୍ୟାତ୍ମିକ ଆଡକୁ ଢ଼ଲି ପାରନ୍ତି| ଆପଙ୍କ ପରିବାର ଲୋକଙ୍କ ମଧ୍ୟରେ,ସମ୍ପତି ଏବଂ ସଂପଦ ପାଇଁ କଳହ ଯୋଗୁ ଆପଣଙ୍କ ଶାନ୍ତି ନଷ୍ଟ ହୋଇ ପାରେ| ଛାତ୍ର ଛାତ୍ରୀଙ୍କ ପାଇଁ ସମୟ ସାଧାରଣ ରହିବ ଏବଂ ଯେଉଁ ମାନେ କୋଣସି ପ୍ରକାର ବୃତ୍ତିଗତ ପାଠ କ୍ରମରେ ଜଡ଼ିତ ଅଛନ୍ତି, ସେମାନେ ସେମାଙ୍କର ପରିଶ୍ରମରେ କୃତକାର୍ଯ୍ୟ ହେବେ| ଆପଣ କୋଣସି ନୂତନ ବ୍ୟବସାୟ ଆରମ୍ଭ କରିବାରୁ ନିବୃତ ରହିବ ଉଚ୍ଚିତ|

କର୍କଟ ରାଶିଫଳ 2020

କର୍କଟ ରାଶିଫଳ 20202020 ମସିହା ଜାତକ ଅନୁଯାଇ, ଆପଣ ନିଜର ସ୍ୱାସ୍ଥ୍ୟର ଯତ୍ନ ନିୟନ୍ତୁ, ଏବଂ ଆପଣଙ୍କ ଦୈନିକ ଜୀବନରେ ସନ୍ତୁଳନ ଆଣିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଆନ୍ତୁ| ଆପଣ ଶାରୀରିକ ଯନ୍ତ୍ରଣା ମଧ୍ୟ ଭୋଗୀ ପାରନ୍ତି| ଆପଣ ଆପଣଙ୍କର ପ୍ରେମ ଜୀବନରେ ବହୁତ ସକାରାତ୍ମକ ପରିବର୍ତନ ଅନୁଭବ କରିବେ, ଏବଂ ଏକ ଆଦର୍ଶ ସାଥି ଭାବେ ଉଭା ହେବେ| ଏବର୍ଷ ଆପଣ ନିଜକୁ ବିଭିନ କାମରେ ଜଡ଼ିତ କରିପାରନ୍ତି , ଯାହା ଆପଣଙ୍କ ସମ୍ପର୍କକୁ ପ୍ରଭାବିତ କରି ପାରେ| ଆପଣ ଏଭଳି ପରିସ୍ଥିତିରୁ ବିରତ ରହିବା ଉଚ୍ଚିତ| ବିବାହିତ ଦାମ୍ପତ୍ତି ମାନେ,ସେମାନଙ୍କର ବୈବାହିକ ଜୀବନରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି| ଅଥଚ, ପ୍ରତେକ ଜିନିଷ ଉତ୍ତମ ବୁଝାମଣା ଦ୍ୱାରା ସମାଧାନ ହୋଇ ପାରିବ| ଆପଙ୍କ ମାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ| ଛାତ୍ର ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ି ପାରେ ଏବଂ ପରିଶ୍ରମ ଅନୁଯାୟି କୃତିତ୍ୱ ଅର୍ଜନ କରିବା ପାଇଁ ପାଠ ପଢ଼ାରେ ଅଧିକ ଧ୍ୟାନ ଦେବା ପାଇଁ ପଡି ପାରେ| ଆପଣଙ୍କର ଆର୍ଥିକ ଅବସ୍ଥାରେ ଏବର୍ଷ ଉତ୍ଥାନ ପତନ ହୋଇ ପାରେ| ଆପଣ ଅଯଥା ଖର୍ଚ ହୋଇ ପାରେ, ଆପଣଙ୍କର ଅର୍ଥ ସଂଚୟ କରିବା ପାଇଁ ମନୋନିବେଶ କରିବା ଉଚ୍ଚିତ| ବର୍ଷର ଆରମ୍ଭରେ ଉତ୍ତମ ବୃତ୍ତିର ଆଭାସ ମିଳି ପାରେ|

ସିଂହ ରାଶିଫଳ 2020

ସିଂହ ରାଶିଫଳ 20202020 ମସିହା ଜାତକ ଅନୁଯାଇ, ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ| ଏବର୍ଷ ଆପଣଙ୍କୁ ଧ୍ୟାନ ଓ ଯୋଗରେ ମନୋନିବେଶ କରିବା ଉଚ୍ଚିତ| ଅତ୍ୟଧିକ ମୋଟା ନହବା ପାଇଁ ଆପଣ ନିୟମିତ ଭାବେ ବ୍ୟୟାମ କରନ୍ତୁ| ଆପଣଙ୍କ ପ୍ରେମ ଜୀବନରେ ନିଶ୍ଚିତ ଭାବରେ ପରିବର୍ତନ ହେବ,ଯାହା ବିଛେଦ ଘଟାଇ ପାରେ | ଯଦି ଆପଣ ବିବାହିତ ଆପଣ ଏକ ବିଚଳିତ ପରିବେଶରେ ବଂଚି ପାରନ୍ତି| ଆପଣଙ୍କ ବୈବାହିକ ଜୀବନରେ କୋଣସି ବିଶୃଂଗଖଲା ଠାରୁ ଦୂରରେ ରହିବା ,ଆପଣ ମାନଙ୍କ ପାଇଁ ଭଲ ରହିବ|ଏବର୍ଷର ଶେଷ କେତେଟା ମାସ ବୈବାହିକ ଜୀବନ ପାଇଁ ଫଳପ୍ରଦ ରହିବ|ଆପଣଙ୍କ ପିଲା ସମସ୍ତ ଲକ୍ଷ ପୂରଣ କରି ପାରିବେ, ଏବଂ ସମସ୍ତ କାର୍ଯ୍ୟରେ କୃତ୍ତିକାର୍ଯ୍ୟ ହେବେ| ବର୍ଷର ଦ୍ଵିତୀୟାର୍ଦ୍ଧ ଉତ୍ତମ ଫଳ ଦେବା ଏବଂ ପରିବାରରେ ନୂତନ ସଦସ୍ୟର ଆଗମନ ହେବ| ଯଦି ଆପଣ ନିଜ ପରିବାରରେ ସନ୍ତୁଳନ ରକ୍ଷା କରିବା ପାଇଁ ଚାହୁଁଛନ୍ତି, ତେବେ ବହୁ କ୍ଷେତ୍ରରେ ଆପୋଷ ସମାଧାନ କରନ୍ତୁ| ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏବର୍ଷ ବହୁତ ଭଲ, ସେମାନେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ| ଆପଣଙ୍କ ଆର୍ଥିକ ଅବସ୍ଥା ଏବର୍ଷ ବହୁବାର ଦୋହଲି ଯାଇ ପାରେ|ଆପଣଙ୍କୁ ସମ୍ପତି ପାଇବା ପାଇଁ କିମ୍ବା ବଢ଼େଇବା ପାଇଁ ବହୁତ କଷ୍ଟ କରିବାକୁ ପଡିପାରେ| ଏବର୍ଷ ବୃତି ପାଇଁ ଉତ୍ତମ ଅଟେ|

କନ୍ୟା ରାଶିଫଳ 2020

କନ୍ୟା ରାଶିଫଳ 20202020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣଙ୍କ ଭାଗ୍ୟ ସଦାବେଳେ ଆପଣଙ୍କ ସାଥିରେ ରହିବ| ଏବଂ,ଆପଣ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ| ଆପଣ ଏବର୍ଷ ଆପଣଙ୍କର ଭାଗ୍ୟ ସଦାବେଳେ ଆପଣଙ୍କର ସାଥିରେ ରହିବ, ଏବଂ ଆପଣ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ| ଆପଣ ଏବର୍ଷ ଆପଣଙ୍କ ସହଭାଗୀ ସହିତ ଉତ୍ତମ ଏବଂ ଦୃଢ଼ ବନ୍ଧନ ରଖି ପାରିବେ| ଏହା ଆପଣଙ୍କ ଜୀବନରେ ସମ୍ପର୍କକୁ ମଜବୂତ କରିବ| ପ୍ରେମ ଦୀର୍ଘସ୍ଥାୟୀ ହେବ ଏବଂ ଆପଣ ସହଭାଗୀ ସହିତ ଅଧିକ ସମୟ ବିତାଇବେ| ଯଦି ଅଣାନ ବିବାହିତ ତେବେ,ଆପଣ ବହୁତ ପୁରସ୍କାର ପାଇଁ ପାରନ୍ତି|ଏବଂ,ଆପଣଙ୍କର ସହଭାଗୀଙ୍କର ସମ୍ପୂର୍ଣ ସମର୍ଥନ ପାଇ ପାରିବେ| ବର୍ଷ ଶେଷରେ ଏହା ସମ୍ଭାବନା ଅଛି ଯେ,ଆପଣ ଆପଣଙ୍କ ସହଭାଗୀ ଠାରୁ ଦୂରରେ ରହି ପାରନ୍ତି| ଅଥଚ ଏହି କାରଣ ଯୋଗୁ ଆପଣଙ୍କର ଆପଣଙ୍କ ସହ ଭାଗୀଙ୍କ ସହିତ ସଂପର୍କ ମଜବୂତ ହବ| ବେଳେ ବେଳେ ଦୂରତା ବନ୍ଧନକୁ ମଜବୂତ କରେ| ଆପଣଙ୍କ ପିଲା ମାନଙ୍କ ପାଇଁ ସମୟ ଭଲ ଅଛି| ଆପଣଙ୍କ ପାରିବାରିକ ଜୀବନ ପାଇଁ ମଧ୍ୟ ସମୟ ଭଲ ଅଛି| ପାରିବାରିକ ସମ୍ପର୍କ ଉତ୍ତମ ରହିବ| ଏହା ଆପଣଙ୍କର ଜାସକୃତି ସମାଜରେ ଭଡ଼ାଯିବାରେ ସାହାଯ୍ୟ କରିବ| ଛାତ୍ର ଛାତ୍ରୀ ମାନେ ଏଇ ବର୍ଷ ଉତ୍ତମ ଫଳ ପାଇବେ| ଆପଣଙ୍କର ଆର୍ଥିକ ଅବସ୍ଥା ଉତ୍ତମ ରହିବ, ଯାହା ଆପଣଙ୍କୁ ଖୁସି ରଖିବ| ଆପଣ ଯାନବାହାନ ଇତ୍ୟାଦି କିଣି ପାରନ୍ତି| ଆପଣ ଆପଣଙ୍କ କର୍ମକ୍ଷେତ୍ରରେ ଆଶ୍ଚର୍ଜିୟ ଜନକ ଫଳ ପାଇଁ ପାରନ୍ତି| ଆପଣ ଆପଣଙ୍କ ବାସ ଗୃହ ମଧ୍ୟ ବଦଳାଇ ପାରନ୍ତି| ଯଦି ଆପଣ ଏମଏନସି କଂପାନୀରେ କାମ କରୁଛନ୍ତି ,ତେବେ ଆପଣ ସେଠାରେ ପୁରସ୍କୃତ ହୋଇ ପାରନ୍ତି| ଆପଣ ଆପଣଙ୍କ ସାଙ୍ଗ ମାନଙ୍କ ଠାରୁ, ଉତ୍ତମ ସହଯୋଗ ପାଇବେ|

ତୁଳା ରାଶିଫଳ 2020

ତୁଳା ରାଶିଫଳ 20202020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣଙ୍କ ସ୍ୱାସ୍ଥ୍ୟରେ ଅବର୍ନତି ହୋଇ ପାରେ| ଆପଣ ଆର୍ଜିନ ରୋଗ, ମୁଣ୍ଡ ବ୍ୟଥା,ଗଣ୍ଥିବାତ,ମିଳିମିଳା ଏବଂ ଶରୀର ବେଦନା ଭଳି ସମସ୍ୟା ଭୋଗ କରି ପାରନ୍ତି| ସୁସ୍ଥ ଶରୀର ଜୀବନର ସବୁଠାରୁ ବଡ ସମ୍ପତି ତେଣୁ,ସ୍ୱାସ୍ଥ୍ୟରେ ଅବହେଳା କରନ୍ତୁ ନାହିଁ| ପ୍ରେମ ସମ୍ପର୍କରେ ସ୍ଥିରତା ଆସିବ| ସମୃଦ୍ଧ ଏବଂ ଉତ୍ତମ ଜୀବନ କିପରି ନିର୍ବାହ କରିବେ, ସେଇ ବିଷୟରେ ଜାଣିବେ| ଆପଣଙ୍କର ଆପଣଙ୍କର ପ୍ରେମ ଆପଣଙ୍କ ସହଭାଗୀ ସହିତ ତୀବ୍ର ହେବ| ଯଦି ଆପଣଙ ବିବାହିତ,ତେବେ ବର୍ଷର ଆରମ୍ଭରେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ଉନ୍ନତି ଆସିନପାରେ| ଆପଣଙ୍କ ସହ ଭଗୀଙ୍କର ସ୍ୱାସ୍ଥ୍ୟରେ ଅବର୍ନତି ଘଟି ପାରେ| ବର୍ଷର ମଧ୍ୟ ଭାଗ ପର୍ଯନ୍ତ ଆପଣଙ୍କ ଦାମ୍ପତ୍ୟ ଜୀବନରେ ଉନ୍ନତି ପରିଲକ୍ଷିତ କରିପାରନ୍ତି| ଆପଣଙ୍କ ପିଲା, ମାନଙ୍କୁ କୃତକାର୍ଯ୍ୟ ହେବ ପାଇଁ କଠିନ ପରିଶ୍ରମ କରିବାକୁ ପଢ଼ିବା| ଅବିବାହିତା ଲୋକ ମାନେ ଏବର୍ଷ ବାହା ହେଇ ପାରନ୍ତି| ଆପଣଙ୍କ ପାରିବାରିକ ଜୀବନ ପାଇଁ ସମୟ ଉତ୍ତମ ଅଛି, ଅବଂ ଆପଣଙ୍କ ପରିବାର ଲୋକଙ୍କ ସହିତ ଆପଣ ଭଲ ସମୟ ବିତାଇ ପାରନ୍ତି| ଆପଣଙ୍କ ପାରିବାରିକ ଜୀବନ ପାଇଁ ସମୟ ଉତ୍ତମ ଅଛି| ଏବଂ ଆପଣଙ୍କ ପରିଵର ଲୋକଙ୍କ ସହିତ ଆପଣଙ ଭଲ ସମୟ ବିତେଇ ପାରିବେ| ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସମୟ ଉତ୍ତମ ରହିବ, ଏବଂ ସେମାନେ ବହୁତ ପରିଶ୍ରମ କରିବା ପରେ କର୍ମ ନିଯୁକ୍ତି ମଧ୍ୟ ପାଇ ପାରନ୍ତି| ଏବର୍ଷ ମଧ୍ୟରେ ବିଦେଶ ଯୋଗ ରହିଛି| ଆପଣଙ୍କ ଅର୍ଥ କ୍ଷେତ୍ର ପାଇଁ ସମୟ ସାଧାରଣ ରହିବ| ବିଭିନ କ୍ଷେତ୍ରରୁ ଆପଣ ଅବରସ ରୋଜଗାର କରିପାରିବେ| ଅଥଚ, ଖର୍ଚ ମଧ୍ୟ ହେବ| ଅବର୍ଷ ଆପଣଙ୍କର କୋଣସି ନୂତନ ବ୍ୟବସାୟ ଆରମ୍ଭ କରିବା,ଉଚିତ ହେବ ନାହିଁ|

ବିଛା ରାଶିଫଳ 2020

ବିଛା ରାଶିଫଳ 20202020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ| ଆପଣଙ୍କୁ କିଛି ମାନସିକ ଅସ୍ଥିରତାର ସମ୍ମୁଖୀନ ହେବାକୁ ପଡ଼ିପାରେ| କିନ୍ତୁ ସବୁକିଛି ଖୁବ ଶୀଘ୍ର ଠିକ ଠାକ ହେଇ ଯିବା| ଆପଣଙ୍କ ପ୍ରେମ ଜୀବନରେ ମଧୁରତା ରହିବ| ଆବଂଗ ଯେଉଁ ମାନେ ଅବିବାହିତା ସେମାନେ ନୂଆ ସାଙ୍ଗ ଲାଭ କରିପାରନ୍ତି| ଯଦି ଆପଣଙ୍କର କହଛସହିତ ବିଛେଦ ହୋଇଛି, ସେ ଆପଣଙ୍କ ଜୀବନରେ ପୁଣି ଥରେ ଆସି ପାରନ୍ତି| ଯଦି ଆପଣ ବିବାହିତା ତେବେ ସମୟ ଆପଣଙ୍କ ସଂପତୟ ଜୀବନ ପାଇଁ ଅନୁକୂଳ ରହିବ| ନିକଟ ଭବିଷ୍ୟତରେ ଆପଣ ଆପଣଙ୍କ ସହଭାଗୀ ସହିତ ଗୁରୁତ୍ୱପୂର୍ଣ ନିଷ୍ପତି ନେଇ ପାରନ୍ତି| ଆପଣଙ୍କ ପରିବାରରେ ଯୁକ୍ତି ତର୍କ ହୋଇ ପାରେ| ଏଣୁ, ଆପଣ ଧାର୍ଯ୍ୟ ରଖନ୍ତୁ| ସନ୍ତାନ ପ୍ରାପ୍ତି ଯୋଗ ଅଛି ଏବଂ, ପରିବାରରେ ବିବାହର ମଧ୍ୟ ସମ୍ଭାନାନା ଅଛି| ବହୁତ ସଂଘର୍ଷରେ ଛାତ୍ର ଛାତ୍ରୀ ମାନେ କୃତକାର୍ଯ୍ୟ ହୋଇ ପାରିବେ|ଆପଣଙ୍କର ଆର୍ଥିକ ଲାଭ ଏବଂ ସଂଚୟ ପାଇଁ ବର୍ଷଟି ଭଲ ରହିବ| ବର୍ଷ ଆରମ୍ଭରେ ଆପଣ ନୂତନ କାର୍ଯ୍ୟ କରିପାରିବେ ଏବଂ ବର୍ଷ ଯେମିତି ବଢିବା କର୍ମ କ୍ଷେତ୍ରରେ ବହୁତ ସୁଯୋଗ ପାଇ ପାରିବେ| ଅବର୍ଷ ଆପଣ ଆପଣଙ୍କର ପୁର୍ଣ ଶକ୍ତି ଉପଯୋଗ କରିପାରିବେ|

ଧନୁ ରାଶିଫଳ 2020

ଧନୁ ରାଶିଫଳ 20202020 ମସିହା ଜାତକ ଅନୁଯାଇ, ଏବର୍ଷ ସାମାନ୍ୟ ସମସ୍ୟାକୁ ବାଦ ଦେଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ| ବର୍ଷଟି ଆପଣଙ୍କ ପ୍ରେମ ଜୀବନ ପାଇଁ ଭଲ ରହିବ ଏବଂ, ଆପଣ ଆପଣଙ୍କର ସହଭାଗୀଙ୍କ ନିକଟରେ ହେବେ| ଆପଣଙ୍କ ସହଭାଗୀ ଆପଣଙ୍କ ଭାବନା ବୁଝିବେ| ଯଦି ଆପଣ କାହାକୁ ପ୍ରସ୍ତାବ ଦେବା ପାଇଁ ଇଚ୍ଛା କରନ୍ତି| ତା ଆପଣ ସକାରାତ୍ମକ ଉତ୍ତର ପାଇଁ ପାରନ୍ତି| ଆପଣଙ୍କ ବାୟୁବାହିକ ଜୀବନ ଭଲ ରହିବ ଏବଂ ଆପଣଙ୍କ ସହଭାଗୀ ସହିତ ଉତ୍ତମ ବୁଝାମଣା ରଖିବେ| ଆପଣଙ୍କୁ ଆପଣଙ୍କର ସହଭାଗୀଙ୍କର ସ୍ୱାସ୍ଥ୍ୟ ସମ୍ଭନ୍ଧରେ ସତର୍କତା ଅବଲମ୍ବନ କରିବା ପାଇଁ ପଡ଼ି ପାରେ| ଯେଉଁ ମାନେ ସନ୍ତାନ ଚାହୁଁଛନ୍ତି ଏବର୍ଷ ସେମାନଙ୍କର ଇଚ୍ଛା ପୂରଣ ହୋଇ ପାରେ| ଆପଣ ଜମି ଏବଂ ସମ୍ପତ୍ତିରୁ ମଧ୍ୟ ଲାଭ ପାଇ ପାରନ୍ତି ଏବଂ ଅପାଙ୍କର ପାରିବାରିକ ପରିବେଶ ଶାନ୍ତି ପୁର୍ଣ ରହିବ| ଆପଣଙ୍କ ପରିବାରରେ ଜଣେ ନୂତନ ସଦସ୍ୟ ଯୋଡ଼ି ହେବାର ସମ୍ଭାବନା ରହି ପାରେ| ଆପଣ ଆପଣଙ୍କ ଶିକ୍ଷାରେ ମିଶ୍ରିତ ଫଳ ପାଇଁ ପାରିବେ| କୋଣସି କାର୍ଯ୍ୟ ସମ୍ପର୍ଣ କରିବା ପାଇଁ, ଆପଣଙ୍କ ଚେଷ୍ଟା ଅନୁଯାଇ ଫଳ ପାଇବେ| ବିଦେଶରୁ ଲାଭ ପାଇ ପାରନ୍ତି| ଏବଂ ଆପଣଙ୍କର ଚମତ୍କାର କାର୍ଯ୍ୟ ପାଇଁ, ଆପଣ ଅନ୍ୟ ମାନଙ୍କ ଠାରୁ ପ୍ରଶଂସା ମଧ୍ୟ ପାଇଁ ପାରନ୍ତି| ଆପଣ ଆପଣଙ୍କର ବର୍ତମାନ ସ୍ଥାନ ଠାରୁ, ଇଛିତ ଜାଗାକୁ ବଦଳି ହୋଇ ପାରନ୍ତି| ଅବର୍ଷ ଆପଣଙ୍କ ଜୀବନକୁ ଉତ୍ତମତା ଆସିବାର ଆଭାସ ହୋଉଛି|

ମକର ରାଶିଫଳ 2020

ମକର ରାଶିଫଳ 20202020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣଙ୍କ ପାଇଁ ଅନୁକୂଳ ଜଣ ପଡୁଛି| ଯଦିଓ,ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ମିଶ୍ରିତ ଫଳ ପାଇବେ| ବହୁତ ଦିନରୁ ଭୋଗୁଥିବା ରୋଗ ସହିତ ତାଲିସ କରି ପାରିବେ| ଆପଣଙ୍କ ଜୀବନରେ ବହୁକ୍ଷେତ୍ରରେ, ଆପଣଙ୍କୁ କଠିନ ପରିଶ୍ରମ କରିବା ପାଇଁ ପଡ଼ିପାରେ| ପ୍ରେମ ଜୀବନ ଉତ୍ତମ ରହିବ| ଏବଂ ଏବର୍ଷ କେହି କେହି ବାହା ମଧ୍ୟ ହୋଇ ପାରନ୍ତି| ଆପଣ ଆପଣଙ୍କର ସହଭାଗୀଙ୍କର ହୃଦୟ ମଧ୍ୟ ଜିତି ପାରିବେ| ଯଦିଓ,ଆପଣଙ୍କ ବ୍ୟବାହିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ| ଏବର୍ଷ ଆପଣ ଚେଷ୍ଟା କରନ୍ତୁକି, ଆପଣ ଆପଣଙ୍କ କାର୍ଯ୍ୟରେ ସମ୍ପୂର୍ଣ ରୂପେ ଜଡିତ ରହିବା ସତ୍ୱେ, ଆପଣଙ୍କ ସହଭାଗୀଙ୍କୁ ସମୟ ଦେବେ| ଆପଣଙ୍କ ସନାତନ ପାଇଁ ସମୟ ବହୁତ ଅନୁକୂଳ ନାହିଁ| ଏଣୁ,ଆପଣଙ୍କୁ ସେମାନଙ୍କର ଦାଇତ୍ୱ ନେବା ପାଇଁ ପଡ଼ିବ, ଏବଂ ଉତ୍ସାହିତ କରିବାକୁ ପଡ଼ିବ| ଆପଣ ଜସ କୀର୍ତ୍ତି ଲାଭ କରିବେ ଏବଂ ଆପଣଙ୍କ ପାରିବାରିକ ଜୀବନ ଉତ୍ତମ ରହିବ| ଶିକ୍ଷା ପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ି ପାରେ, ଏବଂ ତାପରେ ଉତ୍ତମ ଫଳାଫଳ ପାଇଁ ପାରିବେ| ଏବର୍ଷ ଆର୍ଥିକ ସ୍ଥିତି ଟିକେ ଖରାପ ରହି ପାରେ| ଏଣୁ ଆର୍ଥିକ କ୍ଷେତ୍ରରେ ଆପଣଙ୍କୁ ବହୁତ ସାବଧାନ ରଖିବାକୁ ପଡ଼ିବ| ଏବର୍ଷ ବେରୋଜଗାର ବ୍ୟକ୍ତି ଖୁବ ଶୀଘ୍ର ଚାକିରୀ ପାଇବେ|

କୁମ୍ଭ ରାଶିଫଳ 2020

କୁମ୍ଭ ରାଶିଫଳ 20202020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣ ପାଇଁ ଟିକେ ସଂଘର୍ଷ ପୁର୍ଣ ରହିବ,ଏବଂ ମିଶ୍ରିତ ଫଳ ପାଇବେ| ଏବର୍ଷ ସ୍ୱାସ୍ଥ୍ୟ ପାଇଁ ନିଜକୁ ଯତ୍ନବାନ ହେବାକୁ ପଡ଼ିବ| ଆପଣଙ ବହୁତ ଭ୍ରହ୍ମଣ କରି ପାରନ୍ତି| ତା ମଧ୍ୟରୁ କିଛି ଆପଣଙ୍କ ଅପାଇଁ ଫଳପ୍ରଦଭି ହୋଇ ପାରେ| ଯଦିଓ,ଆପଣଙ୍କ ଆୟ ଭଲ ରହିବ| ଆପନଙ୍କରେ ଖର୍ଚ ମଧ୍ୟ ରହିବ, ଯାହାକି ଆପଣଙ୍କ ପାଇଁ ଆର୍ଥିକ ସଂଶୟ ସୃଷ୍ଟି କରି ପାରେ| ଏବର୍ଷ ଆପଣ ନିଜକୁ ଆଧ୍ୟାତ୍ମିକତାରେ ଜଡିତ କରି ପାରନ୍ତି| ଯେଉଁ ମାନେ ବିଦେଶ ଯିବା ପାଇଁ ଇଛୁକ ଅଛନ୍ତି, ଏବର୍ଷ ସେମାଙ୍କର ସ୍ବପ୍ନ ସାକାର ହୋଇ ପାରେ| ବର୍ତମାନ ଜାଗର ଚାକିରିରୁ ଆପଣଙ ସ୍ନାନାନ୍ତରିକ ହେବେ| ବେଳେବେଳେ,ଆପଣଙ୍କୁ ଆପଣଙ୍କ ନିକତମ ଏବଂ ପ୍ରିୟ ଲୋକମାଙ୍କର ଯତ୍ନ ନେବାକୁ ପଡ଼ିପାରେ| ଛାତ୍ର ଛାତ୍ରୀ ମାନଙ୍କୁ ଵିଚିତ ଲକ୍ଷ ହାସିଲ କରିବା ପାଇଁ, ଅଧିକ କଠିନ ପରିଶ୍ରମ କରିବାକୁ ପଡ଼ିବ| ଆପଣଙ୍କର ପାରିବାରିକ ଜୀବନ ଟିକେ ଦୋଳାୟମାନ ରହିବ| ଆପଣଙ୍କୁ ଆପଣଙ୍କ ଅସହଭାଗୀ ସହିତ,ସ୍ୱତନ୍ତ୍ର ବୁଝାମଣା କରିବା ଦରକାର| ଆପଣଙ୍କ ପ୍ରେମ ଜୀବନ ପାଇଁ ସମୟ ବହୁତ ଅନୁକୂଳ ନୁହେ| ଏଣୁ,ଅବର୍ଷ ଅପାଙ୍କର ପ୍ରେମ ଜୀବନକୁ ପ୍ରେମ ଜୀବନକୁ ଦୃଷ୍ଟି ଦେବା ଦରକାର|

ମୀନ ରାଶିଫଳ 2020

ମୀନ ରାଶିଫଳ 20202020 ମସିହା ଜାତକ ଅନୁଯାଇ, ଏବର୍ଷ ଆପଣ କୃତକାର୍ଯ୍ୟ ହେବେ ଏବଂ ସମ୍ପତି ଲବ କରିବେ ଏବଂ ସମ୍ପତି ଲାଭ କରିବେ| ଆପଣ ଆପଣଙ୍କର ନିକଟରେ ସାଙ୍ଗ,ବନ୍ଧୁଭାନ୍ଧବ ଏବଂ ପ୍ରିୟଜନ ମାନଙ୍କୁ ସାକ୍ଷାତ କରିବାର ସୁଯୋଗ ପାଇବେ| ଆପଣଙ୍କୁ ଦିଆଯାଇଥିବା ଯେକୋଣସି କାର୍ଯ୍ୟକୁ ପୁର୍ଣ ରୂପେ କରିବା ପାଇଁ ଶାକ୍ୟମା ହେବେ, ଏବଂ ପୁର୍ଣ ସଫଳତା ପାଇବେ| ଆପଣ ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ,କିଛି ବାଧା ବିଘ୍ନରେ ସମ୍ମୁଖୀନ ହୋଇ ପାରନ୍ତି| ଅଥଚ,ଆପଣ କୌଶଳର ସହିତ ସମାଧାନ କରି ପାରିବେ| ଆପଣ ସମାଜରେ ବୟସ୍କ ଏବଂ ସମନ୍ୱିତ ବ୍ୟକ୍ତି ମାନଙ୍କର ଅଶରିବାଦ ପାଇବେ| ଆପଣଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ଯୋଗୁ ଆପଣ,ଥକା ଅନୁଭବ କରିବେ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକେଇ ପାରିବ| ଏଣୁ,ଆପଣଙ୍କୁ ନିଜ କାର୍ଯ୍ୟ ମଧ୍ୟରେ ବିରିତ ନେବାକୁ ଦରକାର ପଡି ପାରେ| ଆପଣ ଏବର୍ଷ ମାତ୍ରାଧିକ ଫଳ ପାଇଁ ପାରନ୍ତି| ଆପଣ କୋଣସି ଅନୁଭବୀ ଲୋକର ସହାୟତା ପାଇ ପାରନ୍ତି| ଆପଣଙ୍କର ଯଶଖ୍ୟାତି ସମାଜରେ ବଢିବ| ଅବର୍ଷ ଆପଣ ଭ୍ରମଣ କରି ପାରନ୍ତି ଏବଂ ବହୁତ ଆର୍ଥିକ ଲାଭ ପାଇବେ| ଆପଣ ଆପଣଙ୍କ ବ୍ୟବସାୟରେ ଅତି ଭଲ ସଫଳତା ପାଇବେ|

Astrological services for accurate answers and better feature

33% off

Dhruv Astro Software - 1 Year

'Dhruv Astro Software' brings you the most advanced astrology software features, delivered from Cloud.

Brihat Horoscope
What will you get in 250+ pages Colored Brihat Horoscope.
Finance
Are money matters a reason for the dark-circles under your eyes?
Ask A Question
Is there any question or problem lingering.
Career / Job
Worried about your career? don't know what is.
AstroSage Year Book
AstroSage Yearbook is a channel to fulfill your dreams and destiny.
Career Counselling
The CogniAstro Career Counselling Report is the most comprehensive report available on this topic.

Astrological remedies to get rid of your problems

Red Coral / Moonga
(3 Carat)

Ward off evil spirits and strengthen Mars.

Gemstones
Buy Genuine Gemstones at Best Prices.
Yantras
Energised Yantras for You.
Rudraksha
Original Rudraksha to Bless Your Way.
Feng Shui
Bring Good Luck to your Place with Feng Shui.
Mala
Praise the Lord with Divine Energies of Mala.
Jadi (Tree Roots)
Keep Your Place Holy with Jadi.

Buy Brihat Horoscope

250+ pages @ Rs. 399/-

Brihat Horoscope

AstroSage on MobileAll Mobile Apps

Buy Gemstones

Best quality gemstones with assurance of AstroSage.com

Buy Yantras

Take advantage of Yantra with assurance of AstroSage.com

Buy Feng Shui

Bring Good Luck to your Place with Feng Shui.from AstroSage.com

Buy Rudraksh

Best quality Rudraksh with assurance of AstroSage.com
Call NowTalk to
Astrologer
Chat NowChat with
Astrologer